csstore

ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ

ପାଟଣାଗଡ, (ସଦାଶିବ ସରାଫ୍‌) : ସମଗ୍ର ପାଟଣାଗଡ଼ ଉପଖଣ୍ଡରେ ନୂତନ ଭୋଟର ତାଲିକାରେ ସଂଯୋଗ ପାଇଁ ବେଶ ଆଗେଇ ନେଇଥିବାରୁ ତଥା ଉପଜିଲ୍ଲାପାଳ ଡ଼କ୍ଟର ବିଜୟା ନନ୍ଦ ସେଠୀଙ୍କ ଅଭିନବ ପ୍ରୟାସ ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ଵାରା ପ୍ରଶଂସିତ ହେବା ସଙ୍ଗେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ମନୋନୀତ ହୋଇ ଗତ ୨୫ ତାରିଖରେ ଜାତୀୟ ଭୋଟର ଦିବସରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପାଟଣାଗଡ଼ ଉପଜିଲ୍ଲାପାଳ ତଥା ଜିଲ୍ଲାର ବରିଷ୍ଟ ପ୍ରଶାସକ ଡ଼କ୍ଟର ବିଜୟା ନନ୍ଦ ସେଠୀଙ୍କୁ ବେଷ୍ଟ ଏଡ଼ମିନିଷ୍ଟେଟର ଆୱାର୍ଡରେ ସମ୍ମାନୀତ କରାଯାଇଛି ।

jayashree
Leave A Reply

Your email address will not be published.