centurian jitm

ଆଦିଯୋଗୀ ଶିବଙ୍କ ୧୧୨ଫୁଟର ପ୍ରତିମୂର୍ତ୍ତି ଉନ୍ମୋଚିତ

nschool

କୋଏମ୍ବାଟୁର : କୋଏମ୍ବାଟୁରରେ ଥିବା ନନ୍ଦୀ ପାହାଡର ପାଦଦେଶରେ ମକର ସଙ୍କ୍ରାନ୍ତୀ ଅବସରରେ ଆଦିଯୋଗୀ ଶିବଙ୍କର ୧୧୨ ଫୁଟ ଉଚ୍ଚର ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଚିକକବାଲାପୁର ଜିଲ୍ଲାର ନନ୍ଦୀ ପାହାଡରେ ଅବସ୍ଥିତ ଇଶା ଫାଉଣ୍ଡେସନ କ୍ୟାମ୍ପସରେ ଆଦିୟୋଗୀଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା । ଭାରତୀୟ କଳା, ସଂସ୍କୃତି ଏବଂ ଆଧ୍ୟାତ୍ମିକ ପରମ୍ପରାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଆଶ୍ରମ ପ୍ରତିଷ୍ଠା କରାଯାଇଛି । ଏହି ଅବସରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର ଏବଂ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ବି.ସି ନାଗେଶ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!