ମହାରାଣୀ ସାଗରର ଜଳ ପୁନଃ ଉଦ୍ଧାର ନେଇ ଅନୁଧ୍ୟାନ କଲେ ବିଶେଷଜ୍ଞ ଟିମ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଐତିହାସିକ ମହାରାଣୀ ସାଗରର ଜଳ ପୁନଃ ଉଦ୍ଧାର ହେବ । ଚଳିତ ଜାନୁଆରୀ ଶେଷ ସପ୍ତାହରୁ ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଜୁନ୍ ମାସ ସୁଦ୍ଧା ମୌସୁମୀ ଆସିବା ପୂର୍ବରୁ ୫୦ ପ୍ରତିଶତ କାମ ଶେଷ ହେବ । ଆଜି ବନ୍ଧ ଅନୁଧ୍ୟାନ ପାଇଁ ଆସିଥିବା ଏକ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍ ଏହି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.