ପୁଣିଥରେ ମା’ ହେଲା ଧଳା ବାଘୁଣୀ ରୂପା

ବାରଙ୍ଗ : ପୁଣିଥରେ ମା’ ହେଲା ଧଳା ବାଘୁଣୀ ରୂପା । ନନ୍ଦନକାନନକୁ ନୂଆ ସଦସ୍ୟର ଆଗମନ ହୋଇଛି । ରୂପା ତା’ର ଦ୍ୱିତୀୟ ଗର୍ଭସ୍ଥ ସନ୍ତାନକୁ ଜନ୍ମ ଦେଇଛି । ଜନ୍ମିତ ଶାବକ ସୁସ୍ଥ ଥିବାର ଜଣାପଡିଥିବା ବେଳେ ଗୋଟିଏ ଧଳା ଓ ଦୁଇଟି ସାଧାରଣ ବାଘ ଶାବକ ବୋଲି ଅନୁମାନ କରାଯାଉଛି । ତେବେ ନବଜାତକକୁ ମିଶାଇଲେ ନନ୍ଦକାନନରେ ବାଘ ସଂଖ୍ୟା ବୃଦ୍ଧିପାଇ ୨୮ରେ ପହଞ୍ଚିଛି ।

Leave A Reply

Your email address will not be published.