csstore

ପୁର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଲେ ବାନ୍ଦୁପାଲି ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଂସର ଗ୍ରାମ ପଞ୍ଚାୟତର ବାନ୍ଦୁପାଲି ଗ୍ରାମର ଜନକ ସାହୁଙ୍କ ନେତୃତ୍ଵରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଆଜି ନୂତନ ବର୍ଷର ଅଭିନନ୍ଦନ ସହ ଶୁଭକାମନା ଜଣାଇ ତାଙ୍କର ସୁସ୍ଥ ନିରାମୟ ଜୀବନ ପାଇଁ ନୃସିଂହନାଥଙ୍କୁ ପ୍ରାର୍ଥନା କରି ଶୁଭ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରୁସବ ମେହେର, ରାଜେନ୍ଦ୍ର ସାହୁ, ରବି ସାହୁ, ବନମାଳୀ ହାତୀ, ଦୀପକ ସାହୁ, ନରୋତ୍ତମ ପାଣ୍ଡେ, ଆକାଶ ସାହୁ, ଦୀପକ ସାହୁ, ଡ଼ୋଲାମଣୀ ଭୁଏ, ରାଜୁ ବେହେରା, ରାମସୁରଜ ବଗର୍ତ୍ତୀ, ମଣ୍ଟୁ ସାହୁ, ଖଗେଶ୍ୱର ବଗର୍ତ୍ତୀ, ପିଣ୍ଟୁ ସାହୁ, ରତନ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.