csstore

୧୩ତମ ଉଦୟଗିରି ବୁଦ୍ଧ ମହୋତ୍ସବ ଉଦ୍‌ଘାଟିତ

ଯାଜପୁର : ବୌଦ୍ଧ ବିହାର ଉଦୟଗିରିଠାରେ ତ୍ରୟୋଦଶତମ ବୁଦ୍ଧ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ପକ୍ଷରୁ ଏହି ଅନୁଷ୍ଠିତ ଏହି ମହତ୍ସୋବକୁ ସୂଦୂର ଶ୍ରୀଲଙ୍କାର ପ୍ରାଚୀନ ବୌଦ୍ଧ ବିହାର ଆଧ୍ୟାତ୍ମିକ ଜ୍ଞାନ କେନ୍ଦ୍ରର ବୌଦ୍ଧ ଭିକ୍ଷୁ ସୁବୋଧି ଭନ୍ତେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ମହତ୍ସୋବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ପ୍ରଶାସକ ତଥା ଯାଜପୁରର ପୂର୍ବତନ ଜିଲ୍ଲାପାଳ ଅନିଲ କୁମାର ସାମଲ, ମୁଖ୍ୟବକ୍ତା ଭାବେ ଭାରତୀୟ ମହାବୋଧି ସୋସାଇଟି ଟ୍ରଷ୍ଟୀ ଡ. ସୌରେନ୍ଦ୍ର ମହାପାତ୍ର, ଶୋଭନୀୟ ଶିକ୍ଷାଶ୍ରମର ମୁଖ୍ୟ ପରିଚାଳିକା ଅରୁନ୍ଧତୀ ଦେବୀ, ଆବାହକ ମହେଶ୍ୱର ବଳ ଓ ଜିଲ୍ଲା ସାଂସ୍କୃତି ପରିଷଦର ସଦସ୍ୟ ଶୁଭେନ୍ଦୁ କୁମାର ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.