ଭୀମ ଭୋଇ ମେଡିକାଲ କଲେଜ ସ୍ଥିତ ଅଡିଟରିୟମ ଠାରେ ରାଗିଂକୁ ନେଇ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ସ୍ଥିତ ଅଡିଟରିୟମ ଠାରେ ରାଗିଂକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜର ଡିନ୍, ସୁପରିଟେଣ୍ଡେଣ୍ଟ, ଟାଉନ ଥାନା ଆଇଆଇସି, ସମାଜ ସେବୀ ଓ କଲେଜର ସମସ୍ଥ ବିଭାଗର ଏଚ୍‌ଓଡି ମାନେ ଉପସ୍ଥିତ ଥିବା ବେଳେ କଲେଜ ଗୁଡିକରେ ଚାଲିଥିବା ରେଗିଂକୁ କିଭଳି ଭାବରେ ରୋକଯିବ ସେ ଉପରେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.