ପଟାମରାରୁ ଚୋରି ବାଇକ ଲଖନାରୁ ଉଦ୍ଧାର

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଥାନା ହଲଦୀ ପଞ୍ଚାୟତ ପଟାମରା ଗ୍ରାମର କୀର୍ତ୍ତି ଗହୀର(୨୬)ଙ୍କ ବାଇକ (ଓଡି ୦୩-୭୩୪୫) ଗତ ୧ ତାରିଖ ରାତିରେ ଚୋରି ହୋଇଥିଲା । ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ । ତେବେ ଲଖନାର ଏକ ପରିତ୍ୟକ୍ତ ଘରରୁ ଏହି ବାଇକ ମିଳିଥିବା ଆଇଆଇସି କମଳ ଲୋଚନ ବେହେରା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.