ମହାରାଷ୍ଟ୍ରର ନାସିକ୍‌ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ

ନାସିକ୍‌ : ମହରାଷ୍ଟ୍ରର ନାସିକ୍‌ ଜିଲ୍ଲାରେ ବୁଧବାର ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂ-କମ୍ପର ତୀବ୍ରତା ୩.୬ ରହିଥିବା ବେଳେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ନାସିକ୍‌ ଠାରୁ ପଶ୍ଚିମ ଦିଗକୁ ପାଖାପାଖି ୮୯ କିଲୋମିଟର ପର୍ଯ୍ୟନ୍ତ ରହିଥିବା କୁହାଯାଉଛି । ଏହାର କେନ୍ଦ୍ରବିନ୍ଦୁ ଭୂପୃଷ୍ଠରୁ ପାଖାପାଖି ୪ ରୁ ୫ କିଲୋମିଟର ଦୂରରେ ରହିଥିବା ଜଣାପଡ଼ିଛି । ତେବେ ଏହି ଭୂ-କମ୍ପରେ କୌଣସି ବି କ୍ଷୟକ୍ଷତି ହୋଇନଥିବା କୁହାଯାଇଛି ।

Leave A Reply

Your email address will not be published.

error: Content is protected !!