lika

ସୁଦପଡାଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ଯୋଗଦେଲେ ରାଜ୍ୟସଭା ସାଂସଦ ଓ ପୌରଅଧ୍ୟକ୍ଷା

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ୧୦ ନଂ. ୱାର୍ଡର ସୁଦପଡାଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଥିବା ବେଳେ ଆଜି ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇଛନ୍ତି ରାଜ୍ୟସଭା ସାଂସଦ ନିରଂଜନ ବିଶି ଓ ବଲାଙ୍ଗିର ପୌର ପରିଷଦର ପୌରଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସ୍ଥାନୀୟ ପଡାବାସୀମାନେ ନିଜ ନିଜର ସମସ୍ୟା ତଥା ପଡାରେ ରହିଥିବା ବିଭିନ୍ନ ସମସ୍ୟାଗୁଡିକୁ ପୌରଅଧ୍ୟକ୍ଷା ଶ୍ରୀମତୀ ସାହୁଙ୍କୁ କହିଥିବା ବେଳେ ଯାହାର ପ୍ରତି ଉତ୍ତରରେ ପୌରାଧ୍ୟକ୍ଷା ଅତି ଶୀଘ୍ର ସମସ୍ୟାଗୁଡିକର ସମାଧାନ କରିବା ପାଇଁ ପ୍ରତିଶୃତି ଦେବା ସହ ପଡାର ଅନେକ କିଛି ଉନ୍ନତିକରଣ କାମ ବାକି ଅଛି, ଯାହା ଅତି ଶୀଘ୍ର କରାଯିବ ବୋଲି କହିଥିଲେ ।

sandip
Leave A Reply

Your email address will not be published.