ବଲାଙ୍ଗିର, (କେପିଏନ୍ଏସ୍) : ଆଜି ରେଲୱେ ଷ୍ଟେସନ ନିକଟସ୍ଥ ଏକ ଭଡା ଘରୁ ଗୋଟିଏ ଅଜଗର ସାପ ଉଦ୍ଧାର ହୋଇଥିବା ନେଇ ଜଣାପଡିଛି । ଏହି ଅଜଗର ସାପଟିକୁ ସାପ ଧରାଳୀ ଦେବରାଜ ଉଦ୍ଧାର କରି ନିକଟସ୍ଥ ଏକ ଜଙ୍ଗଲରେ ଛାଡି ଦେଇଥିବା ବେଳେ ଏହାର ଲମ୍ଭ ୫ ଫୁଟ୍ରୁ ଅଧିକ ହେବ ବୋଲି ସେ ପ୍ରକାଶ କରିଛନ୍ତି ।
Prev Post