jsm

ଉସତ୍‌ ଆନନ୍ଦ ଥି ପାଳନ କଲୁ ଆମର୍‌ ବଲାଙ୍ଗିର ଦିନ୍‌ : ଦିଗ୍‌ଦିଗାନ୍ତ ମିଶ୍ର

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧ ନଭେମ୍ବର ହେଉଛି ବଲାଙ୍ଗିର ଦିନ । ତେବେ ଏହି ଅବସରରେ ଜିଲ୍ଲାସାରା ଖୁସିର ମାହୋଲ ଥିବା ବେଳେ ଗତକାଲି କୋଶଳ କଳାମଣ୍ଡଳ ଠାରେ ଧୁମ୍‌ଧାମରେ ପାଳନ ହୋଇଯାଇଛି ବଲାଙ୍ଗିର ଦିନ । ଏଥିରେ ଯୋଗଦାନ କରିଥିବା ଅତିଥିମାନେ ମଧ୍ୟ ଆମେ ବଲାଙ୍ଗିରିଆ ବୋଲି ନିଜକୁ ଗର୍ବ ଅନୁଭବ କରିଥିବା ବେଳେ ଏହି ଉତ୍ସବରେ ଭାଗ ନେଇଥିବା ସେଣ୍ଟ ଜେଭିଅର୍‌ ସ୍କୁଲର ଜଣେ ପ୍ରଥମ ଶ୍ରେଣୀର ଛାତ୍ର ଦିଗ୍‌ଦିଗାନ୍ତ ମିଶ୍ର ମଧ୍ୟ ନିଜକୁ ବଲାଙ୍ଗିରିଆ ବୋଲି କହିବା ସହ ଉସତ୍‌ ଆନନ୍ଦ ଥି ପାଳନ କଲୁ ବଲାଙ୍ଗିର ଦିନ୍‌ ବୋଲି କହିଛନ୍ତି ।

yuvodaya
Leave A Reply

Your email address will not be published.