ଛତ୍ରପୁରରେ ଦେବୀଙ୍କ ଭସାଣି ଉତ୍ସବ ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ମୁଖ୍ୟ ବଜାରରେ ମୃଣ୍ମୟୀମୃତ୍ତି ଦେବୀ ଦୁର୍ଗାଙ୍କ ମେଢ଼ ବୁଧବାର ସନ୍ଧ୍ୟାରେ ବିସର୍ଜନ ହୋଇଯାଇଛି । ବର୍ଣ୍ଣାଢ୍ୟ ପଟୁଆରରେ ସହର ପରିକ୍ରମା ହୋଇ ଜଳାଶୟରେ ବିସର୍ଜନ କରାଯାଇଛି । ଛତ୍ରପୁର ସହରର ବିଭିନ୍ନ ସ୍ଥାନରେ ମଧ୍ୟ ନବରାତ୍ରପୂଜା, ବିଜୟା ଦଶମୀ ଯାକଯମକରେ ପାଳିତ ହୋଇଯାଇ ବୁଧବାର ଶୃଙ୍ଖଳିତ ଭାବେ ପରିସମାପ୍ତି ଘଟିଛି ।

Leave A Reply

Your email address will not be published.

error: Content is protected !!