ରାସାୟନ ବିଜ୍ଞାନ ପାଇଁ ନୋବେଲ ଘୋଷଣା ଦେଶ ବିଦେଶ By Koshala Prabaha On Wednesday 5th October 2022, 8:36 pm Share ନୂଆଦିଲ୍ଲୀ : ରାସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ୩ ବିଜ୍ଞାନୀଙ୍କୁ ମିଳିତ ଭାବରେ ପାଇବେ ଏହି ପୁରସ୍କାର । ‘ଅଣୁ ନିର୍ମାଣ ପାଇଁ ଏକ ଚତୁର ଉପକରଣ’ ବିକାଶ ପାଇଁ କାରୋଲିନ୍ ଆର ବର୍ଟୋଜି, ମୋର୍ଟେନ୍ ମେଲଡାଲ୍ ଏବଂ କେ ବାରି ଶାରପ୍ଲେସ୍ଙ୍କୁ ନୋବେଲ ମିଳିବ । BREAKING NEWS: The Royal Swedish Academy of Sciences has decided to award the 2022 #NobelPrize in Chemistry to Carolyn R. Bertozzi, Morten Meldal and K. Barry Sharpless “for the development of click chemistry and bioorthogonal chemistry.” pic.twitter.com/5tu6aOedy4— The Nobel Prize (@NobelPrize) October 5, 2022 news of india