ଗାନ୍ଧୀ ଜୟନ୍ତୀ ଦିନ ମୁଖ୍ୟମନ୍ତ୍ରୀ କରିବେ ବୃକ୍ଷ ରୋପଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗାନ୍ଧୀ ଜୟନ୍ତୀ ଦିନ ମୁଖ୍ୟମନ୍ତ୍ରୀ କରିବେ ବୃକ୍ଷ ରୋପଣ । ରାଜ୍ୟର ସମସ୍ତ ଜିଲ୍ଲାର ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମ ସ୍ଥାନରୁ ଏଥିପାଇଁ ସଂଗୃହୀତ ହେଉଛି ପବିତ୍ର ମାଟି ଓ ପବିତ୍ର ଜଳ । ଏହି ମାଟି ଓ ପାଣି ବୃକ୍ଷ ରୋପଣ କାର୍ଯ୍ୟରେ ବ୍ୟବହୃତ ହେବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭିଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.