କଣ୍ଟିଲୋର ପବିତ୍ର ଘାଟରୁ ପୂଣ୍ୟଜଳ ସଂଗୃହୀତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦିପୀଠ କଣ୍ଟିଲୋର ପବିତ୍ର ଘାଟରୁ ପୂଣ୍ୟଜଳ ସଂଗୃହୀତ ହୋଇଛି । ପାରମ୍ପରିକ ପୂଜା ପରେ ଏହି ପବିତ୍ର ଜଳ ଆନିତ କରି ଗାନ୍ଧୀ ଜୟନ୍ତୀ ଦିନ ବୃକ୍ଷ ରୋପଣରେ ସିଞ୍ଚନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନ ପରିସରରେ ଏହି ବୃକ୍ଷ ରୋପଣ କରିବା କାର୍ଯ୍ୟକ୍ରମ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭିଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.