ଆଜି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଅଟେ । ରକ୍ତ ଯୋଗାଣ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ରାଜ୍ୟରେ ମୋଟ ୮୫ଟି ରକ୍ତ ଯୋଗାଣ କେନ୍ଦ୍ର କାର୍ଯ୍ୟକ୍ଷମ ଅଛି । ୨୪ଟି ରକ୍ତ ପୃଥକୀକରଣ ୟୁନିଟ୍ ଏବଂ ୧୧ଟି ରକ୍ତ ଯୋଗାଣ କେନ୍ଦ୍ରରେ ଏନ୍‌ଏଟି ଟେଷ୍ଟିଂ ସୁବିଧା ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭିଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.