ନୀଳକଣ୍ଠପୁରରୁ ସଂଗୃହୀତ ହୋଇଛି ପବିତ୍ର ମାଟି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ସର୍ବ କନିଷ୍ଠ ଶହୀଦ ବିପ୍ଲବୀ ବାଜି ରାଉତଙ୍କ ଜନ୍ମସ୍ଥାନ ଢେଙ୍କାନାଳର ନୀଳକଣ୍ଠପୁରରୁ ସଂଗୃହୀତ ହୋଇଛି ପବିତ୍ର ମାଟି । ଭାରତମାତାଙ୍କ ଏହି ପ୍ରେରଣାଦାୟୀ ସାଧକଙ୍କ ଜନ୍ମସ୍ଥାନର ପବିତ୍ର ମାଟି ଗାନ୍ଧୀ ଜୟନ୍ତୀ ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବ୍ୟବହୃତ ହେବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!