jayashree

ଅପର ଇନ୍ଦ୍ରାବତୀ ଠାରେ ୬୦୦ ମେଗାୱାଟ ପମ୍ପ୍ ଷ୍ଟୋରେଜ୍ ପାଇଁ ଅନୁମତି ପାଇଲା ଓଡ଼ିଶା ଜଳ ବିଦ୍ୟୁତ ନିଗମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଅପର ଇନ୍ଦ୍ରାବତୀ ଠାରେ ୬୦୦ ମେଗାୱାଟ ପମ୍ପ୍ ଷ୍ଟୋରେଜ୍ ନିମନ୍ତେ ଓଡ଼ିଶା ଜଳ ବିଦ୍ୟୁତ ନିଗମ ଅନୁମତି ପାଇଛି । ଏଥିରେ ଲାଗିବାକୁ ଥିବା ଚାରୋଟି ସ୍ବତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିଲା । ପ୍ରତ୍ୟେକ ଟରବାଇନରୁ ୧୫୦ ମେଗାୱାଟ୍‌ ବିଦ୍ୟୁତ ଉତ୍ପନ୍ନ ହେବ ଏବଂ ଏହା ବାର୍ଷିକ ୧୦୪୦ ମିଲିୟନ୍ ୟୁନିଟ୍ ବିଦ୍ୟୁତ ଯୋଗାଇବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ତଥ୍ୟ ନିମ୍ନରେ ଦିଆଗଲା ;

Image
Leave A Reply

Your email address will not be published.