ଦୁଇ ଦିନିଆ ଶିକ୍ଷକ ତାଲିମ କର୍ମଶାଳା

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ ଆସ୍ଥା ପବ୍ଲିକ ସ୍କୁଲରେ ଏକ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉକ୍ତ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟକ୍ଷ, ଚେୟାରମେନ୍‌, ଅଫିସ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟାପକ ସଂଜୀବ ଦାସ ତାଲିମ ଦେଇଥିଲେ । ଶିକ୍ଷୟତ୍ରୀ ଯାଜ୍ଞସେନୀ ହୋତା ସ୍ୱାଗତ ଭାଷଣ ଓ ସିଦ୍ଧେଶ୍ଵର ମେହେର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.