କୋସଲ ମହାବନ୍ଦର ପ୍ରଭାବରେ ବନ୍ଦହେଲା କଳାହାଣ୍ଡି ଲାଞ୍ଜିଗଡ଼ର ବେଦାନ୍ତ

କଳାହାଣ୍ଡି, (କେପିଏନ୍‌ଏସ୍‌) : କୋସଲ ମହାବନ୍ଦର ପ୍ରଭାବରେ କଳାହାଣ୍ଡି ଲାଞ୍ଜିଗଡ଼ର ବେଦାନ୍ତ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି । କୋସଲ୍‌ ରାଜ୍ୟ ସମର୍ଥକଙ୍କ ତାୱଡ଼୍‌ତୋଡ଼୍‌ ଆନ୍ଦୋଳନରେ ସାରା ପଶ୍ଚିମ ଓଡ଼ିଶା ଆଜି ଠପ୍‌ ହୋଇଯାଇଥିବା ବେଳେ ଲାଞ୍ଜିଗଡ଼ର ବେଦାନ୍ତରେ ମଧ୍ୟ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।

Leave A Reply

Your email address will not be published.

error: Content is protected !!