ବଲାଙ୍ଗିର ଦିବସ ଅବସରରେ ସମଲେଶ୍ୱରୀଙ୍କଠାରେ ଦୀପ ପ୍ରଜ୍ୱଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଦିବସ । ଏହି ଅବସରରେ ଆଜି ସଂଧ୍ୟା ସମୟରେ ମା’ ସମଲେଶ୍ୱରୀଙ୍କ ଠାରେ ମାହେଶ୍ୱରୀ ସଂଗଠନ ପକ୍ଷରୁ ଦୀପ ପ୍ରଜ୍ୱଳନ କରି ବଲାଙ୍ଗିରର ସକଳ ଶୁଭ କାମନା କରାଯାଇଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.