csstore

ସାର୍ବଜନୀନ ଅଭିନୟ କଳାଶିକ୍ଷା ଅଭିଯାନ ଅନୁଷ୍ଠିତ

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଖଜୁରିଡ଼ିହା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମୟୂର ଆଟିଷ୍ଟ ଆସୋସିଏସନ୍ ପକ୍ଷରୁ ସାର୍ବଜନୀନ ଅଭିନୟ କଳାଶିକ୍ଷା ଅଭିଯାନ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାହାରପଡା ଅଞ୍ଚଳର ବହୁ କଳାକାର ଯୋଗଦେଇ ନିଜ ଭିତରେ ଥିବା ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆମେ କଳାକାର ଆମ ଓଡିଶା ସଙ୍ଗଠନର ସଂପାଦକ ମନୋରଞ୍ଜନ ଦାସ, ମୁଖ୍ୟ ସଂଯୋଜକ ଧିରେନ ବେଙ୍କୁଳିଆ, ସହ ସଂଯୋଜକ ଗୌରୀ ମହାନ୍ତ, ହରେକୃଷ୍ଣ ମହାନ୍ତ, ହିମାଦ୍ରୀ ତନୟା ମହାନ୍ତ ପ୍ରମୁଖ ଉପସ୍ଥିତ ଥିବା ବେଳେ ମନୋରଞ୍ଜନ ପାଇଁ ଶତାଧିକ ଲୋକ ସମାଗମ ହୋଇଥିଲା ।

jayashree
Leave A Reply

Your email address will not be published.