ଗାନ୍ଧିଜୀଙ୍କ ଦର୍ଶନ ପାଇଁ ଥିଲା ଅହେତୁକ ଉତ୍କଣ୍ଠା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ସମୟରେ ତାଙ୍କର ଝଲକ ଟିକେ ପାଇବା ପାଇଁ ଲୋକମାନଙ୍କ ମଧ୍ୟରେ ଦେଖା ଦେଇଥିଲା ଅହେତୁକ ଉତ୍କଣ୍ଠା । ସୁଦୂର ଗାଁ ଗଣ୍ଡାରୁ ଲୋକମାନେ ନିଜ ପରିବାରକୁ ଧରି ଛୁଟିଥିଲେ କଟକକୁ । ଭୋକ ଉପାସରେ ଅପେକ୍ଷା କରି ରହିଥିଲେ କେବଳ ମହାତ୍ମାଙ୍କୁ ଭେଟିବା ପାଇଁ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.