ସ୍ୱାଧୀନତା ଦିବସରେ ଜିଓ ଆରମ୍ଭ କରିପାରେ ୫ଜି ସେବା

ନୂଆଦିଲ୍ଲୀ : ଦେଶର ସ୍ମାର୍ଟ ଫୋନ ଓ ଇଣ୍ଟରନେଟ ବ୍ୟବହାରକାରୀମାନଙ୍କ ପାଇଁ ଖୁବ୍‌ ଶୀଘ୍ର ୫ଜି ସେବା ଉପଲବ୍ଧ ହେବ । ନିକଟରେ ଅନୁଷ୍ଠିତ ସ୍ପେକ୍ଟ୍ରେମ ନିଲାମରେ ୪ଟି କମ୍ପାନି ୫ଜି ସ୍ପେକ୍ଟ୍ରମ କ୍ରୟ କରିଛନ୍ତି । ଏମାନଙ୍କ ମଧ୍ୟରୁ ରିଲାଏନ୍ସ ଜିଓ ଚଳିତମାସ ୧୫ ତାରିଖ ବା ସ୍ୱାଧୀନତା ଦିବସରେ ପ୍ରଥମେ ଉକ୍ତ ସେବା ଆରମ୍ଭ କରିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.