oom

ନଦୀରେ ବୁଡ ପକାଇବା ବେଳେ ବୁଡିଗଲେ କାଉଡିଆ, ଉଦ୍ଧାର ହେଲା ମୃତଦେହ

jsmm

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଢେଙ୍କାନାଳ ଜିଲ୍ଲାରେ ବୁଡ଼ ପକାଇବା ବେଳେ ଘଟିଛି ଏକ ଅଘଟଣ । ସୂଚନା ଅନୁସାରେ ପ୍ରସିଦ୍ଧ ଶୈବପୀଠ କପିଳାଶରେ ଜଳଲାଗି ପାଇଁ ବ୍ରାହ୍ମଣୀ ନଦୀର କମାଗରା ଘାଟରେ ବୁଡ଼ ପକାଇବା ବେଳେ ଜଣେ କାଉଡ଼ିଆ ବୁଡି ଯାଇଥିଲେ । ତାଙ୍କ ମୃତଦେହ ସଦର ଥାନା ଅନ୍ତର୍ଗତ ରଣପଶି ନିକଟରୁ ଉଦ୍ଧାର କରାଯାଇଛି । ମୃତ କାଉଡ଼ିଆଙ୍କ ପରିଚୟ ଜଣା ପଡିନାହିଁ ।

jittmm
Leave A Reply

Your email address will not be published.