ଭିଜିଲ୍ଲାନ୍ସ ଜାଲରେ ପଡିଲେ ଆୟୁଷ ଡାକ୍ତର

ସୁନ୍ଦରଗଡ, (କେପିଏନ୍‌ଏସ୍‌) : ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ଆୟୁଷ ଡାକ୍ତର । ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଗୋଏରବାହାଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତେବେ ଏକ ଅଟୋ ଦୁର୍ଘଟଣାକୁ ଅଣଦେଖା କରିବା ପାଇଁ ଅଟୋ ଚାଳକଙ୍କ ଠାରୁ ୪ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଗିରଫ କରିଥିବା କୁହାଯାଉଛି ।

Leave A Reply

Your email address will not be published.