ଦ୍ରୌପଦୀ ମୁର୍ମୁ ହେବେ ଦେଶର ପଞ୍ଚଦଶତମ ରାଷ୍ଟ୍ରପତି : ଆଉ କିଛି ସମୟ ପରେ ଆସିବ ଖୁସି ଖବର

ନୂଆଦିଲ୍ଲୀ : ଦ୍ରୌପଦୀ ମୁର୍ମୁ ହେବେ ଦେଶର ପଞ୍ଚଦଶତମ ରାଷ୍ଟ୍ରପତି । ଆଉ କିଛି ସମୟ ପରେ ଆସିବ ଖୁସି ଖବର । ନିଜ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ବିପୁଳ ପରିମାଣର ଭୋଟରେ ଦ୍ରୌପଦୀ ମୁର୍ମୁ ବିଜୟ ହାସଲ କରି ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିବେ । ଅନ୍ୟ ପକ୍ଷରେ ତାଙ୍କ ବିଜୟ ଉତ୍ସବ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଥିବା ବେଳେ ଓଡିଶାରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି ।

Leave A Reply

Your email address will not be published.