jsm

ଜିଲ୍ଲାର ବିଭିନ୍ନ ସ୍ଥାନକୁ ପରିଦର୍ଶନ କେଲେ ବଲାଙ୍ଗିର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିଛନ୍ତି ବଲାଙ୍ଗିର ପୁର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ । ଜିଲ୍ଲାର ଡଙ୍ଗାବାହଲ, ଫଟାମୁଣ୍ଡା, ଭରତବାହାଲ ତଥା ଜୋନ୍‌ ୧୪ ବିଭିନ୍ନ ପଞ୍ଚାୟତର ଗ୍ରାମ ଗସ୍ତ କରି ବିଭିନ୍ନ ବର୍ଗର ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିବା ବେଳେ ସମସ୍ତ ଗ୍ରାମରେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ଗ୍ରାମ ବାସୀମାନେ ବୋଲି ଜଣାପଡିଛି ।

yuvodaya
Leave A Reply

Your email address will not be published.