ହୁସିଆର୍‌ : ଫେର୍‌ ମୁନୁଷ୍‌ ଭେଲିକେ ମୁସ୍‌ଡ଼ି ଆସୁଛେ କରୋନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁଇ ତିନ୍‌ ବଛର୍‌ ହେଲା କରୋନା ଉତ୍‌କୁଛେ । ଜୀବନ୍‌ ଜୀବ୍‌କା ଛାର୍‌କାର୍‌ କରି ଦେଇଛେ । କିଛି ମାସ୍‌ ହେଲା ତାର୍‌ ଉତ୍‌ପାତ୍‌ କମିଥିଲା । ହେଲେ ଫେର୍‌ ମୁନୁଷ୍‌ ଭେଲିକେ ମୁସ୍‌ଡ଼ି ଆସୁଛେ କରୋନା । ସରକାରୀ ରିପୋର୍ଟ ଅନୁସାରେ ଆଏଜ୍‌ ଓଡ଼ିଶା ରାଏଜ୍‌ ଥି ୮୦୪ ଜନ୍‌ କରୋନା ସଂକ୍ରମିତ୍‌ ହେଇଥିଲା ବେଲ୍‌କେ ବଲାଙ୍ଗିର ଜିଲ୍ଲା ନେ ୫ ଜନ୍‌ ସଂକ୍ରମିତ୍‌ ହେଇଛନ୍‌ । ଆଘର୍‌ ଗୁଲ୍‌ଗୁଲା କେ ହେତେଇ କରି ଆମ୍‌କୁ ହୁସିଆର୍‌ ହେବାର୍‌ କେ ପଡ୍‌ବା । ସଭେ ମୁହେଁ ମାସ୍କ ପିନ୍ଧୁନ୍‌ । ଦର୍‌କାର୍‌ ନେଇଁ ପଡ୍‌ଲେ ଭିଡ଼୍‌ଭାଡ଼୍‌ ଠାନ୍‌କେ ନେଇଁ ଯାଉନ୍‌ । ହର୍‌ମେସା ହାତ୍‌ ସଫା ରଖୁନ୍‌ । ସେନିଟାଇଜର୍‌ ବେଭାର୍‌ କରୁନ୍‌ । ଆସୁନ୍‌, ଥାବେ ରହେମା, କରୋନା ଠାନୁଁ ନିଜ୍‌କେ ଆର୍‌ ମୁନୁଷ୍‌ ସମାଜ୍‌ କେ ରକ୍ଷା କର୍‌ମା ।

Leave A Reply

Your email address will not be published.