ସାଲେପାଲିରେ ତିନି ଠାକୁରଙ୍କ ନୃସିଂହ ଅବତାର ଓଡିଶା By Koshala Prabaha On Monday 4th July 2022, 12:14 pm Share ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ମାଉସୀ ମନ୍ଦିରରେ ଆଜି ତିନି ଠାକୁରଙ୍କ ନୃସିଂହ ବେଶ କରାଯାଇଥିଲା । ଏହି ବେଶକୁ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଉତ୍ସାହର ସହିତ ଦର୍ଶନ କରିବାକୁ ସ୍ଥାନୀୟ ମାଉସୀ ମନ୍ଦିରକୁ ଆସିଥିଲେ । deogaon news