oom

ବଡବନ୍ଧ, କୁତୁର୍ଲା ଓ ସାରସମାଲ ପେକ୍ସ ସଭାପତି ନିର୍ବାଚିତ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ୧୨ଟି ପେକ୍ସରେ ନିର୍ଦ୍ଦେଶକ ନିର୍ବାଚନ ଶେଷ ହେବା ପରେ ଗୁରୁବାର ୩ଟି ପେକ୍ସର ସଭାପତି ନିର୍ବାଚନ କରାଯାଇଥିଲା । ବଡବନ୍ଧ ପେକ୍ସରେ ସୁଶିଲ ଚାନ୍ଦ, କୁତୁର୍ଲା ପେକ୍ସରେ ନୀଳାମ୍ବର ପାଣିଗ୍ରାହୀ ଓ ସାରସମାଲ ପେକ୍ସରେ ଗୋପୀନାଥ ବାଗ ନିର୍ବାଚିତ ହୋଇଛନ୍ତି ।

jittmm
Leave A Reply

Your email address will not be published.