ଅନ୍ତର୍ଲାରେ ଏସଏଚଜି ସଦସ୍ୟାଙ୍କ ଦ୍ଵାରା ଚାରା ରୋପଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଧଣ୍ଡାମାଲ ପଞ୍ଚାୟତର ଅନ୍ତର୍ଗତ ଅନ୍ତର୍ଲା ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା ଏସଏଚଜି ଲଘୁବନଜାତ ଦ୍ରବ୍ୟ ପ୍ରୋସେସିଙ୍ଗ୍ ୟୁନିଟ୍ ଠାରେ ଚାରା ରୋପଣ କରାଯାଇଛି । ଏହି ଅବସରରେ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ଖମାରୀ, ବିଡ଼ିଓ ରାମଦତ୍ତ ଭୋଇ, ବିପିଏମ୍ ପ୍ରଦୀପ ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.