୨୧ ଗ୍ରାମ ବ୍ରାଉନସୁଗାର ଜବତ

ଖୋର୍ଦ୍ଧା : ୨୧ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗୁରୁଜଙ୍ଗ ନନ୍ଦ ସାହିର ନୃସିଂହ ସିଂହଙ୍କ ଘରେ ଆଦର୍ଶ ପୋଲିସ ଚଢାଉ କରି ୨୧ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଏଥିସହ ପୋଲିସ ନଗଦ ୨୫ ହଜାର ୨୫୯ ଟଙ୍କା ଏବଂ ଗୋଟିଏ ସ୍କୁଟି ଜବତ କରିଛି । ଗିରଫ ବ୍ରାଉନସୁଗାର ବେପାରୀ ଗୁରୁଜଙ୍ଗ ନନ୍ଦ ସାହିର ନୃସିଂହ ସିଂହ ଏବଂ ଗୁରୁଜଙ୍ଗ ହାଉସିଂ ବୋର୍ଡର ଲିପ୍ସା ମହାପାତ୍ର ।

Leave A Reply

Your email address will not be published.

error: Content is protected !!