Monthly Archives

September 2026

ଆଗଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ଗୁରୁତର

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବଲାଙ୍ଗିର ବରଗଡ଼ ଜାତୀୟ ରାଜପଥ ୨୬ ଝାରବନ୍ଧ ଲି ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୂଚନା ମୁତାବକ ବଲାଙ୍ଗିର ପଟୁ ଏକ ରେନଲର୍ଡ କମ୍ପାନୀ ଡଷ୍ଟର ଗାଡ଼ି ୨୬ ଈଐ ୯୭୮୩କ ଧଳାରଙ୍ଗର ଗାଡ଼ି ଝାରବନ୍ଧଲି…
Read More...

ରାୟଗଡ଼ାରେ ଦନ୍ତାହାତୀର ତାଣ୍ଡବ : ଘରେ ପଶି ଖାଇଲା ଭାତ, ନଷ୍ଟ କଲା ସପୁରୀ ଚାଷ

ରାୟଗଡା, (ଅକ୍ଷୟ କୁମାର ପିଡିଶିକା) : ଦନ୍ତାହାତୀର ଦାଉ ଘରେ ପଶି ଖାଇଲା ଭାତ, ନଷ୍ଟ କଲା ସପୁରୀ ଚାଷ । ରାତିରେ ଗାଁ ଭିତରକୁ ପଶିଲା ଦନ୍ତାହାତୀ । ଘରର କାନ୍ଥ ଭାଙ୍ଗି ଶୁଣ୍ଡ ପୁରାଇ ଖାଇଗଲା ଭାତ, ଡାଲି ଆଉ ତରକାରୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା…
Read More...

ସ୍ତ୍ରୀକୁ ମାଡ଼ ମାରି ବଲାଙ୍ଗିର ଟାଉନ ପୋଲିସ ହାତରେ ଗିରଫ ହେଲା ଅଭିଯୁକ୍ତ ସ୍ୱାମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ସ୍ୱାମୀ ଗିରଫ । ଅଭିଯୋଗ ପରେ ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଏକ ଟାଙ୍ଗିଆ ଜବତ କରିଛି ପୁଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧୀନ ବେଲମୁଣ୍ଡା…
Read More...

ତଣ୍ଟି ଚିପି ମହିଳାଙ୍କୁ ହତ୍ୟା ଅଭିଯୋଗ : ମାଆକୁ ହରାଇ ଅନାଥ ହେଲେ ଦୁଇ ସନ୍ତାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିଳାଙ୍କ ମୃତ୍ୟୁକୁ ନେଇ ପରିବାରର ସାଙ୍ଘାତିକ ଅଭିଯୋଗ । ତଣ୍ଟି ଚିପି ହତ୍ୟା କରାଯାଇଥିବା ନେଇ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାର ଲୋକେ । ମହିଳା ଜଣକ ଦୀର୍ଘଦିନ ଧରି ସ୍ୱାମୀଙ୍କ ନିର୍ଯ୍ୟାତନାର ଶିକାର ହେଉଥିବା ମଧ୍ୟ…
Read More...

ଦୁର୍ଘଟଣାଗ୍ରସ୍ତ ପରିବାରକୁ ମିଳିଲା କ୍ଷତିପୂରଣ

ବାରିପଦା, (ଦେବସ୍ମିତ ଚୌଧୁରୀ) : କେଉଁଝର ସଦର ଥାନା ଅନ୍ତର୍ଗତ ରାଇସୁଆଁ ଗ୍ରାମର ମଙ୍ଗଳ ଚରଣ ନାୟକଙ୍କ ମୋଟର ଦୁର୍ଘଟଣାରେ ମୃତ୍ୟୁ ଘଟଣାର ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଆଦେଶ ଦେଇଛନ୍ତି କେଉଁଝର ଜିଲ୍ଲା ଜଜ୍‌ ଗୋକୁଳ ଚନ୍ଦ୍ର ବେହେରା । ୨୦୨୫ ଫେବୃଆରୀ ୧୫ ତାରିଖରେ OR-02-AV-4095…
Read More...

ତୃତୀୟ ନେସନାଲ ଲୋକଅଦାଲତରେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ମିଳିଲା କ୍ଷତିପୂରଣ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସୋରରେ ଦୁର୍ଘଟଣା କ୍ଷତିପୂରଣ ମାମଲାରେ ପୀଡ଼ିତାଙ୍କୁ ୧ ଲକ୍ଷ ୨୫ ହଜାର ଟଙ୍କା ପ୍ରଦାନ ନିର୍ଦ୍ଦେଶ । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ନଦିଆଳି ଗ୍ରାମର ବାସନ୍ତୀ ବେହେରା ୨୦୨୫ ମାର୍ଚ୍ଚ ୩୦ ତାରିଖରେ ଏକ ମହିନ୍ଦ୍ରା ପିକ୍‌ଅପ୍‌ ଗାଡ଼ି ଧକ୍କାରେ…
Read More...

ଶିଶୁ ଅଧିକାର ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ବୈଠକ ଅନୁଷ୍ଠିତ

ସୁରକ୍ଷିତ ଶୈଶବ ପାଇଁ ସମନ୍ୱିତ ପଦକ୍ଷେପ ଓ ସୁଦୃଢ଼ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ରଙ୍କ ଅଧ୍ୟକ୍ଷତାରେ ମୟୂରଭଞ୍ଜ ଜିଲ୍ଲାରେ ଶିଶୁ ଅଧିକାର ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା…
Read More...

ବାରିପଦାରେ ରାଷ୍ଟ୍ରୀୟ ଲୋକ ଅଦାଲତ : ୩.୬୨ କୋଟି ଟଙ୍କାର ମାମଲା ସମାଧାନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଇନ ସେବା ପ୍ରାଧୀକରଣ, ମୟୂରଭଞ୍ଜ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଓ ଦୌରାଜଜଙ୍କ କାର୍ଯ୍ୟାଳୟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ମୋଟ ୧୧୪୦୮ଟି ମାମଲା ମଧ୍ୟରୁ ୪୫୧୮ଟି ମାମଲାର ଅପୋଷ ବିଚାର ହୋଇ ମୋଟ…
Read More...

ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟରେ ‘ସୂଚନା ଅଧିକାର ଆଇନ’ ଉପରେ କର୍ମଶାଳା ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ତକତପୁରସ୍ଥିତ ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୂଚନା ଅଧିକାର ଆଇନ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ତଥା ବ୍ୟବହାରିକ ଜ୍ଞାନ ବୃଦ୍ଧି ଉଦ୍ଦେଶ୍ୟରେ "ସୂଚନା ଅଧିକାର ଆଇନ -୨୦୦୫" ଶୀର୍ଷକ ଏକଦିବସୀୟ…
Read More...

ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

"ନାଟକ ଚେତା ପସଲା ପରିବେଷଣ" ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସଭାପତିତ୍ୱରେ ଏହି…
Read More...