Monthly Archives

August 2026

ରାଉରକେଲା ସ୍ୱତନ୍ତ୍ର କାରାଗୃହରେ ରାକ୍ଷୀବନ୍ଧନ – ସ୍ନେହ ଓ ମାନବିକତାର ଅନନ୍ୟ ନିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ରକ୍ଷାବନ୍ଧନ କେବଳ ଭାଇ-ଭଉଣୀର ପର୍ବ ନୁହେଁ, ଏହା ସ୍ନେହ, ବିଶ୍ୱାସ, କର୍ତ୍ତବ୍ୟ ଓ ମାନବିକତାର ପବିତ୍ର ବନ୍ଧନ । ଏହି ଭାବନାକୁ ନେଇ ରାଉରକେଲା ସ୍ୱତନ୍ତ୍ର କାରାଗୃହରେ ଏକ ନିଆରା ରକ୍ଷାବନ୍ଧନ ଓ ସତ୍‌ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂଜ୍ୟ
Read More...

ବିଦ୍ୟାଳୟରେ ବିଶ୍ୱ ସଂସ୍କୃତ ଦିବସ ଓ ଜାତୀୟ କ୍ରୀଡା ଦିବସ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ସଂସ୍କୃତ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ସଂସ୍କୃତ ଭାଷାର ଗୌରବମୟ ପରମ୍ପରା, ଐତିହ୍ୟ ଓ ଭାରତୀୟ ଜ୍ଞାନ ପରମ୍ପରାରେ ଏହାର ଅବଦାନ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ
Read More...

ଭୀମଭୋଇ ସାହିତ୍ୟ ସମ୍ମାନ ପାଇଲେ କବି ବୃନ୍ଦାବନ କୁମ୍ଭାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ସାରସ୍ଵତ ସମାରୋହ ଅବସରରେ ସପ୍ତର୍ଷି ଭୀମଭୋଇ ସାହିତ୍ୟ ସମ୍ମାନ କବି ବୃନ୍ଦାବନ କୁମ୍ଭାର ଲାଭ କରିଛନ୍ତି । ମହିମା ସାହିତ୍ୟ ଓ ଦର୍ଶନର ପ୍ରଚାର ପ୍ରସାର କ୍ଷେତ୍ରକୁ ଆହୁରି ପାଦେ ଆଗେଇ ନେବାରେ କବି
Read More...

ଶଙ୍ଖ ଭବନରେ ବିଜେଡି ନେତ୍ରୀଙ୍କୁ ଭେଟିଲେ ବୀରମିତ୍ରପୁର ବିଧାୟକ

ରାଉରକେଲା, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଶଙ୍ଖ ଭବନରେ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ। ବିଜେଡି ନେତ୍ରୀ ସୁଜାତା ରାଉତଙ୍କୁ ସାକ୍ଷାତ କରି ବିଭିନ୍ନ ସାଂଗଠନିକ ଓ ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ବିଧାୟକ । ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବିଜେଡି ନେତ୍ରୀ
Read More...

ଲାଞ୍ଚୁଆ ସହକାରୀ ସବ୍ ଇନ୍ସପେକ୍ଟର ଓ ସହଯୋଗୀ ଭିଜିଲାନ୍ସ ଦ୍ୱାରା ଗିରଫ

ନଗଦ ୨୦ ହଜାର ଟଙ୍କା ସହ ମାଡିବସିଲା ଭିଜିଲାନ୍ସ ଟିମ୍ ରାଉରକେଲା, (କେପିଏନ୍‌ଏସ୍‌) : ଲହୁଣୀପଡ଼ା ପୋଲିସ ଥାନାର ସହକାରୀ ସବ୍‌ଇନ୍ସପେକ୍ଟର ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ବ୍ୟକ୍ତିଗତ ସହଯୋଗୀ) ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଏକ
Read More...

ବରଗଡ଼ ନାଗରିକ ମଞ୍ଚର ଆହ୍ୱାନରେ ବିଶାଳ ରାଲି ଓ ପ୍ରତିବାଦ ସଭା

ନିଶା ମୁକ୍ତ ଧ୍ୱନିରେ କମ୍ପିଲା ବରଗଡ଼ ସହର ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ-ଶୃଙ୍ଖଳା ପରିସ୍ଥିତି, ବଢ଼ୁଥିବା ଅପରାଧ, ନିଶା ବ୍ୟବସାୟ, ଚୋରି, ଡକାୟତି ଏବଂ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ଚିନ୍ତାବ୍ୟକ୍ତ କରି ବରଗଡ଼ ସହରରେ ବିଶାଳ ରାଲି ଓ ପ୍ରତିବାଦ ସଭା
Read More...

କେସିଙ୍ଗା ନଗରରେ ଖାଦ୍ୟ ବିଭାଗ ଅଧିକାରୀଙ୍କ ଦୋକାନ ଉପରେ ଚଢାଉ

କେସିଙ୍ଗା, (ପ୍ରୀତେଶ ପଟେଲ) : ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆଜି ସହରର ସମସ୍ତ ରେଷ୍ଟୁରାଣ୍ଟ ଓ ହୋଟଲ ଦୋକାନରେ ଚଢାଉ କରାଯାଇଥିଲା । ସେଠାରୁ ରଙ୍ଗମିଶା ଖାଦ୍ୟ, ବାସି ଖାଦ୍ୟ ଠାବ ହୋଇଥିଲା । ଏ ସଂକ୍ରାନ୍ତରେ ଦୋକାନୀଙ୍କୁ ଚେତାବନୀ ଦେବା ସହ ପୁନର୍ବାର ଏଭଳି କଲେ କଡ଼ା
Read More...

୪୨ ବର୍ଷ ପରେ କେସିଙ୍ଗା କୋଣାର୍କ ସୂତାକଳ ଖୋଲିବା ଆଶା

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗାର ଐତିହାସିକ କୋଣାର୍କ ସୂତାକଳକୁ ନେଇ ପୁଣି ଦେଖାଦେଇଛି ନୂଆ ଆଶା । ଦୀର୍ଘ ୪୨ ବର୍ଷ ଧରି ବନ୍ଦ ପଡ଼ିଥିବା ଏହି ସୂତାକଳର ପୁନରୁଦ୍ଧାର ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି । ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ଦାବି ଏବଂ ବିଭିନ୍ନ ସଂଗଠନର ପ୍ରୟାସ
Read More...

ଅଧିକାରୀଙ୍କ ଉପରେ ବର୍ଷିଲେ କଣ୍ଟାବାଞ୍ଜି ବିଧାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନପ୍ରତିନିଧିଙ୍କୁ କାହିଁକି ଖବର ଦିଆଗଲା ନାହିଁ ? ଏହି ପ୍ରଶ୍ନ ଉଠାଇ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ । ବଲାଙ୍ଗିରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ନେଇ ଚାଲିଥିବା ପରାମର୍ଶ କର୍ମଶାଳାରେ ଦେଖିବାକୁ
Read More...

ବୁଣାକାର ଓ କାରିଗରଙ୍କ ବିକାଶ ପାଇଁ ପରାମର୍ଶ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ନେଇ ଅଂଶୀଦାର ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବୁଣାକାର ଓ କାରିଗରଙ୍କ ଆୟ ବୃଦ୍ଧି ସହ ସେମାନଙ୍କ ଉତ୍ପାଦକୁ ଆଧୁନିକ ବଜାର ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଛି । ସମବାୟ,
Read More...