Monthly Archives

August 2026

ଜେନିଥ୍‌ ଲାୟନ୍ସ ଗୁରୁକୁଳ ଛାତ୍ରଛାତ୍ରୀମାନଙ୍କର କାଉଡିଆ ବେଶରେ ଝଲସିଲା ବଡବନ୍ଧ ରାମେଶ୍ୱର ଶିବ ମନ୍ଦିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ଜେନିଥ ଲାୟନ୍ସ ଗୁରୁକୁଳର କୁନି କୁନି ଛାତ୍ରଛାତ୍ରୀମାନେ କାଉଡିଆ ବେଶରେ ବଡବନ୍ଧ ଶିବ ମନ୍ଦିରକୁ ଦିବ୍ୟ ଯାତ୍ରା କରି ମହାଦେବଙ୍କୁ ଜଳାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଧି ଅନୁସାରେ ପବିତ୍ର ଶ୍ରାବଣ ମାସରେ, ଯେତେବେଳେ
Read More...

ଜେଏନପିଟି ମୁମ୍ବାଇରୁ ପ୍ରଥମ ଡବଲ-ଷ୍ଟାକ୍ ଲଙ୍ଗ-ହଲ୍ କଣ୍ଟେନର ଟ୍ରେନ୍ ଚଳାଚଳ ଆରମ୍ଭ କଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ, (ପିଆଇବି) : ଭଦୋଦରା ଡିଭିଜନ୍‌ର ବର୍ଣ୍ଣମାସ୍ଥିତ କନ୍‌କର୍ ଜିସିଟି ଟର୍ମିନାଲକୁ ୪୨୨ କିମି ଅତିକ୍ରମ କରି ପହଞ୍ଚିଲା ୩୬୦ ଟିଇୟୁ (କଣ୍ଟେନର) ଭାରତୀୟ ରେଳବାଇ ୨୧.୦୮.୨୦୨୬ ରେ ଏକ ପ୍ରମୁଖ ମାଇଲଖୁଣ୍ଟ ସଫଳତା ହାସଲ କରିଛି। ଜେଏନପିଟି ମୁମ୍ବାଇରୁ ଭଦୋଦରା ଡିଭିଜନ୍‌ର ବର୍ଣ୍ଣମା
Read More...

ସିଲିଗୁଡ଼ିଠାରେ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ପଶ୍ଚିମବଙ୍ଗ ପାହାଡ଼ିଆ ଅଞ୍ଚଳ ପ୍ରତିନିଧିମାନଙ୍କ ବୈଠକ

ପଶ୍ଚିମବଙ୍ଗ ପାହାଡ଼ିଆ ଅଞ୍ଚଳର ସମସ୍ୟା, ସ୍ଥାୟୀ ରାଜନୈତିକ ସମାଧାନ ଓ ସାମ୍ବିଧାନିକ ମାନ୍ୟତା ନେଇ ବୈଠକରେ ସବିଶେଷ ଆଲୋଚନାପାହାଡ଼ିଆ ଅଞ୍ଚଳର ସ୍ଥାୟୀ ରାଜନୈତିକ ସମାଧାନ ଓ ସାମ୍ବିଧାନିକ ମାନ୍ୟତା ଦାବିକୁ ବୈଠକରେସମ୍ବିଧାନର ପରିସର ମଧ୍ୟରେ ଶୀଘ୍ର ଏକ ସ୍ଥାୟୀ ରାଜନୈତିକ ସମାଧାନ
Read More...

ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍କୁଲ ସୁରକ୍ଷା ସପ୍ତାହ ପାଳିତ

"ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ" ବଲାଙ୍ଗିର, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଗାନ୍ଧୀନଗର ପଡ଼ା ସ୍ଥିତ ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ସଚେତନତାମୂଳକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସ୍କୁଲ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି ।
Read More...

ମୁରିବାହାଲ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ‘ଇନୋଭେସନ ଓ ଷ୍ଟାର୍ଟଅପ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟଠାରେ ଶନିବାର 'ଇନୋଭେସନ ଓ ଷ୍ଟାର୍ଟଅପ' ଶୀର୍ଷକ ଏକ ବିଶେଷ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ନାୟକ ମୁଖ୍ୟ ଅତିଥି ଭାବେ
Read More...

ଡୁଙ୍ଗୁରିପାଲି ଏଫ୍‌ସିଆଇ ଛକରେ ଭୟଙ୍କର ଦୁର୍ଘଟଣା, ଜଣେ ମୃତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ର ଏଫ୍‌ସିଆଇ ଛକ ନିକଟରେ ପୁଣି ଥରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ କ୍ଷୀର କୁମ୍ଭାର ନାମକ ପ୍ରାୟ ୩୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ,
Read More...

ଗୋପବନ୍ଧୁ ପାଠାଗାରରେ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି ଏବଂ ଗୋପବନ୍ଧୁ ପାଠାଗାରର ମିଳିତ ଉଦ୍ୟମରେ ତଥା ରାଉରକେଲା ଆପୋଲୋ ହସ୍ପିଟାଲ ସହଯୋଗରେ ଗୋପବନ୍ଧୁ ପାଠାଗାର ପରିସରରେ ଏକ ମାଗଣା ବିଶାଳ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ
Read More...

ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ପୋଲିସ୍ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ । ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ବ୍ରାଉନ୍ ସୁଗାର କାରବାରର ମୁଖ୍ୟ କିଙ୍ଗ୍‌ ପିନ୍‌ ବାଲିଗୁଡ଼ା କଟାରୀ ସାହିର ରାଧେଶ୍ୟାମ କାର୍ଜି (୨୭)କୁ
Read More...

ପଞ୍ଚମ ରାଜ୍ୟସ୍ତରୀୟ ଫଟୋ ପ୍ରତିଯୋଗିତାରେ ଉଦୀୟମାନ ଫଟୋଗ୍ରାଫର ବୁଲୁ ଭୁବନେଶ୍ୱରରେ ସମ୍ମାନିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଫଟୋ ସ୍ମୃତିଚାରଣର ପ୍ରତିଚ୍ଛବି । ଭାବାବେଗ, ସୃଜନଶୀଳତା ଏବଂ ନୂତନ କଳ୍ପନାର ପ୍ରତୀକ । ଏହି ବାର୍ତ୍ତାକୁ ବାଣ୍ଟିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପରିସରରେ ନୂତନ ଭବିଷ୍ୟତ ନିର୍ମାଣର ସୁତ୍ରଧର ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ୱ ଫୋଟ
Read More...

ଆଟ କିସମ ଜମିର ଧାନ ପଞ୍ଜୀକରଣ ଦାବିରେ ସୋସାଇଟିରେ ତାଲା, ଆନ୍ଦୋଳନ ଚେତାବନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଲାସପୁରରେ ଧାନ ବିକ୍ରି ପଞ୍ଜୀକରଣକୁ ନେଇ ଚାଷୀଙ୍କ ଅସନ୍ତୋଷ ତୀବ୍ର ହୋଇଛି । ଡଭା ପ୍ୟାକ୍ସ ଅଧୀନରେ ଥିବା ବିଲାସପୁର ସୋସାଇଟିରେ ଚାଷୀମାନେ ଆଟ ସାଧାରଣ କିସମ ଜମିର ଧାନ ପଞ୍ଜୀକରଣ ହୋଇନଥିବା ଅଭିଯୋଗ
Read More...