ଟିଟିଲାଗଡ଼ ନିକଟରେ ଅଘଟଣ : କୋଇଲା ବୋଝେଇ ମାଲବାହୀ ଟ୍ରେନ ଲାଇନଚ୍ୟୁତ
ଟିଟିଲାଗଡ଼/ସଇଁତଲା, (ସଞ୍ଜୟ କୁମାର ନାୟକ/ଖୁସିରାଣୀ ସାହୁ) : ବଲାଙ୍ଗିରରୁ ଟିଟିଲାଗଡ଼ ଅଭିମୁଖେ ଆସୁଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନର ଏକ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଟିଟିଲାଗଡ଼ ନିକଟସ୍ଥ ଖଜୁରପଡା ରେଳ ଲାଇନରେ ଟ୍ରେନର ୧୪ ନମ୍ବର ବଗିଟି କୌଣସି କାରଣବଶତଃ!-->…
Read More...
Read More...