Monthly Archives

June 2026

ଜୁଆ ଓ ସଂଗଠିତ ଅପରାଧ ବିରୁଦ୍ଧରେ ନୂଆପଡା ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ : ୨୨ ଗିରଫ, ୩.୫୬ ଲକ୍ଷ ଟଙ୍କା ଜବତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲାରେ ବେଆଇନ ଜୁଆ କାରବାର ବିରୋଧରେ ନୂଆପଡ଼ା ପୁଲିସ ଏକ ବଡ଼ ଧରଣର ସଫଳତା ହାସଲ କରିଛି । ଦୀର୍ଘଦିନ ଧରି ଜୋଙ୍କ ଥାନା ଅଞ୍ଚଳରେ ସଂଗଠିତ ଭାବେ ଚାଲୁଥିବା ଜୁଆ କାରବାର ଉପରେ ଗୁଇନ୍ଦା ନଜର ରଖିବା ପରେ ପୁଲିସ ଏକ ଯୋଜନାବଦ୍ଧ ଚଢ଼ାଉ କରି ୨୨ ଜଣ
Read More...

ରାଉରକେଲା ଶ୍ରମିକ ସଂଘର ବିଶାଳ ଗଣଧାରଣା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଶ୍ରମିକ ସଂଘ ଆହ୍ୱାନରେ ଆଜି ସେକ୍ଟର–୨ ସହରସେବା କାର୍ଯ୍ୟାଳୟ ସମ୍ମୁଖରେ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ବିଶାଳ ଗଣଧାରଣା ଓ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ମନମୁଖୀ
Read More...

ଭାରତୀୟ ବାରିକ ସମାଜ ରାଉରକେଲା ଶାଖା ଦ୍ୱାରା ସେବା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ବାରିକ ସମାଜର ରାଉରକେଲା ଶାଖା ସଭାପତି ବିପିନ ଶର୍ମାଙ୍କ ନେତୃତ୍ୱରେ ଏକ ସାମାଜିକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟିମ୍ବର କଲୋନୀ ସ୍ଥିତ ଶାନ୍ତି ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜର ସର୍ବଭାରତୀୟ ଅଧ୍ୟକ୍ଷ ଅମରେଶ ଠାକୁର
Read More...

ଦଶମ ଶ୍ରେଣୀ ପରୀକ୍ଷାରେ ଏ-୧ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଓଷ୍ଟା ତରଫରୁ ସମ୍ବର୍ଦ୍ଧିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ଶିକ୍ଷାବର୍ଷର ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳରେ ଉତ୍ତୀର୍ଣ୍ଣ ଲାଭ କରିଥିବା ସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଗୁଡିକରୁ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ଦଶମ ଶ୍ରେଣୀ ପରୀକ୍ଷରେ ଏ-୧ ଗ୍ରେଡ଼ରେ
Read More...

ଗଞ୍ଜାମ ଜିଲ୍ଲାକୁ ତିନି ପ୍ରତିଷ୍ଠିତ ଜାତୀୟ ପୁରସ୍କାର ଭାରତ ପାଇଁ ଗୌରବ ଆଣିଦେଇଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁଣିଥରେ ଦିଲ୍ଲୀରେ ଚମକିଛି ଗଞ୍ଜାମ ଜିଲ୍ଲା । ଜିଲ୍ଲାକୁ ମିଳିଛି ୩ଟି ପ୍ରତିଷ୍ଠିତ ଜାତୀୟ ପୁରସ୍କାର । ଜିଲ୍ଲାର ୨ଟି ପଞ୍ଚାୟତ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ପାଇଥିବା ବେଳେ ଗଞ୍ଜାମ ଜିଲ୍ଲା ନାନାଜୀ ଦେଶମୁଖ ସର୍ବୋତ୍ତମ
Read More...

ବାଲିଗୁଡ଼ାରେ ଏସ୍‌ଆଇଆର୍‌-୨୦୨୬ ସଚେତନତା : ଫୁଟବଲ ମ୍ୟାଚ୍‌ରେ ଉପଖଣ୍ଡ କ୍ରୀଡ଼ା ସଂଘର ବିଜୟ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଏସ୍‌ଆଇଆର୍‌-୨୦୨୬ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ରୋମାଞ୍ଚକର ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚ୍ 'ପ୍ରଶାସନ ଏକାଦଶ' ଏବଂ 'ଉପଖଣ୍ଡ କ୍ରୀଡ଼ା
Read More...

ତେଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସାହାଣଡିହିସ୍ଥିତ ଶ୍ରୀ ଜଗଦମ୍ବା ତେଲ ଫ୍ୟାକ୍ଟ୍ରିରେ ଆଜି ସକାଳେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଉକ୍ତ ଫ୍ୟାକ୍ଟ୍ରିରେ ରାଇସ ବ୍ରାନ ତେଲ ବାହାରୁଥିବା ବେଳେ ସେଠାରେ ଗୋଦାମରେ
Read More...

ବଣିକ ସଙ୍ଘର ଲଢେଇକୁ ମିଳିଲା ସରୋଜ ମେହେରଙ୍କ ସମର୍ଥନ, ପ୍ରଶାସନକୁ ଦେଲେ ସାତ ଦିନର ସମୟ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲର କ୍ଷୁଦ୍ର ବ୍ୟବସାୟୀଙ୍କ ଥଇଥାନ ଦାବିକୁ ନେଇ ଚାଲିଥିବା ଆମରଣ ଅନଶନ ଆଜି ପ୍ରତ୍ୟାହୃତ ହୋଇଛି । ଅନଶନ ସ୍ଥଳରେ ପହଞ୍ଚି ପୂର୍ବତନ ବିଧାୟକ ସରୋଜ ମେହେର ବଣିକ ସଂଘର ଦାବିକୁ ନ୍ୟାୟସଙ୍ଗତ ବୋଲି କହି ନିଜର ଦୃଢ଼ ସମର୍ଥନ ଜଣାଇଥିଲେ । ସେ ବିଡିଓ
Read More...

ଶ୍ରୀଜଗନ୍ନାଥ କଳା ସଂସ୍କୃତିର ବିଷ୍ଣୁ ମହାଯଜ୍ଞ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀଜଗନ୍ନାଥ କଳା ସଂସ୍କୃତିର ବିଷ୍ଣୁ ମହାଯଜ୍ଞ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ତଥା ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ପୌରହିତ୍ୟରେ ସେକ୍ଟର ୧୮ ସ୍ଥିତ ଉପହାର ଠାରେ ଆୟୋଜିତ ଶ୍ରୀ ଶ୍ରୀଜଗନ୍ନାଥଙ୍କ ୨୦ରୁ
Read More...

ବିଧାୟକଙ୍କୁ ସମ୍ବର୍ଦ୍ଧନା ଜଣାଇ ଦୁଇ ବିଜେଡି ନେତା ଟୁନା ଦାସ ଓ ପ୍ରମୋଦ ସାହୁ ନିଲମ୍ବିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ ପାଇଁ ବିଜେଡିରୁ ନିଲମ୍ବିତ ହୋଇଥିବା ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କୁ ବୁଧବାର ସକାଳେ ସମ୍ବର୍ଦ୍ଧନା କରି ସନ୍ଧ୍ୟାରେ ଦଳରୁ ବିଜେଡିର ଦୁଇଜଣ ସ୍ଥାନୀୟ ନେତା ନିଲମ୍ବିତ ହୋଇଛନ୍ତି । ସେ ହେଲେ ବାଲିଗୁଡା
Read More...