ଛତ୍ରପୁର ଠାକୁରାଣୀ ଯାତ୍ରାର ଗୁରୁବାର ଶେଷ ଘଟଯାତ୍ରା ଭାବେ ଉଦଯାପିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭକ୍ତବତ୍ସଳା ଲୀଳାମୟୀ ମା' ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଖୁବ୍ ଉତ୍ସବ ମୁଖର ଭାବେ ସମାହିତ ହୋଇ ଗୁରୁବାର ଶେଷ ଦିନର ଘଟଯାତ୍ରାର ପରିସମାପ୍ତି ଘଟିଛି । ବୁଧବାର ସନ୍ଧ୍ୟା ବେଳେ ରିକାପଲ୍ଲୀ ଅଭିମୁଖେ ଦେବୀଙ୍କ ଘଟଯାତ୍ରା ବାହାରିଥିଲା ।!-->…
Read More...
Read More...