Monthly Archives

June 2026

ହ୍ୟୁମାନିଟି ଫାଉଣ୍ଡେସନ ଆଶ୍ରମରେ ପାଳିଲା ରଜ ଉତ୍ସବ

‌ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହ୍ୟୁମାନିଟି ଫାଉଣ୍ଡେସନ ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନ ଠାରେ ରଜ ଉତ୍ସବ ପାଳନ କରିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ବିଜୟ ସୁନ୍ଦରାୟଙ୍କ ଆବାହକତ୍ୱ ଅଧ୍ୟକ୍ଷା ଦିପ୍ତୀ ସୁନ୍ଦରାୟ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ଆର୍‌ଏସ୍‌ପି ସିନିୟର ସିଟିଜେନ୍ ୱେଲଫେୟାର ଗୃପର ସାଧାରଣ ବୈଠକ ଓ ଆଲୋଚନା ଚକ୍ର

ବୈଠକରେ ୨୨ ଜଣିଆ କୋର୍ କମିଟି ଗଠିତ ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ କାରଖାନା ଅବସରପ୍ରାପ୍ତ ସିନିୟର ସିଟିଜେନ ୱେଲଫେୟାର ଗୃପ ପକ୍ଷରୁ ଏକ ବୈଠକ ଆବାହକ ପ୍ରଭାକର ମଲ୍ଲିକଙ୍କ ଆହ୍ୱାନରେ ସେକ୍ଟର-୧୬ ସ୍ଥିତ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ
Read More...

ଜିଲ୍ଲାସ୍ତରୀୟ ବିକଶିତ ଓଡ଼ିଶା – ୨୦୩୬ ସମ୍ମିଳନୀ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ଟାଉନ୍ ହଲ୍‌ଠାରେ ଶନିବାର ‘ବିକାଶର ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅବସରରେ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ “ବିକଶିତ ଓଡ଼ିଶା–୨୦୩୬” ଉପରେ ଏକ ଜିଲ୍ଲାସ୍ତରୀୟ
Read More...

ରାଉରକେଲାରେ ଇଏସ୍‌ଆଇସି ମେଡିକାଲ କଲେଜ ଓ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ଦାବି ନେଇ କର୍ମଚାରୀ ରାଜ୍ୟ ବୀମା ନିଗମ…

ରାଉରକେଲା, (ସସ୍ମିତା ପ୍ରଧାନ) : ଜେଲ ରୋଡ ସ୍ଥିତ ଇଏସ୍‌ଆଇସି ମଡେଲ ହସ୍ପିଟାଲରେ ମଡେଲ ହସ୍ପିଟାଲ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ହିନ୍ଦ ମଜଦୁର ସଭାର ଏକ ପ୍ରତିନିଧି ମଣ୍ଡଳୀ ହିନ୍ଦ ମଜଦୁର ସଭାର ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତିଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ
Read More...

ବଙ୍ଗୋମୁଣ୍ଡାରେ ମାରୱାଡି ଯୁବାମଞ୍ଚ ପକ୍ଷରୁ ରକ୍ତଦାନ ଶିବିର – ୩୬ ୟୁନିଟ ରକ୍ତ ସଂଗ୍ରହ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡାରେ ମାରୱାଡି ଯୁବାମଞ୍ଚ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ମାରୱାଡି ଯୁବାମଞ୍ଚର ସଭାପତି ମନୁଆ ଅଗ୍ରୱାଲଙ୍କ ନେତୃତ୍ୱରେ
Read More...

ଟିପ୍ପର ଓନର ସଂଘର ସାମ୍ୱାଦିକ ସମ୍ମିଳନୀ

ରାଉରକେଲା, (କେପିଏନ୍‌ଏସ୍‌) : ରଘୁନାଥପଲ୍ଲୀ ଟିପ୍ପର ଓନର ସଙ୍ଘ ଚଳିତ ୦୮-୦୬-୨୦୨୬ ତାରିଖରୁ ୧୦-୦୬-୨୦୨୬ ତାରିଖ ତିନିଦିନ ଧରି ଆର.ଏସ.ପି ଗେଟ ଆଗରେ ଧାରଣା ଦେବା ସହିତ ବାହାର ଗାଡି ଗୁଡିକୁ ପ୍ଲାଣ୍ଟ ଭିତରକୁ ପଶିବାକୁ ଦେଇନଥିଲେ । ଏଭଳି ପରିସ୍ଥିତି ଉପୁଜିବାରୁ ରଘୁନାଥପଲ୍ଲୀ ବିଧାୟକ
Read More...

ପ୍ରତାପ ସାଗର ବନ୍ଧ ବୁଲି ଦେଖିଲେ କଳିକେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ କଳିକେଶ ସିଂହଦେଓ ପ୍ରତାପ ସାଗର ପଡା ବନ୍ଧ ପରିଦର୍ଶନ କରିଛନ୍ତି । ବିଧାୟକଙ୍କ ସହ ଲିକା ସାହୁ ଓ ମ୍ୟୁନିସିପାଲ ଇଞ୍ଜିନିଅର କୃଷ୍ଣ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ । ବିଧାୟକ ଏହି ବନ୍ଧର ପୁନଃରୁଦ୍ଧାର କାମ ଉପରେ ବେଶ ସନ୍ତୋଷ ପ୍ରକଟ
Read More...

ଟିଟିଲାଗଡରେ କାଳବୈଶାଖୀ ଦିନ ଠାରୁ ବିପଦ ସଙ୍କୁଳ ଅବସ୍ଥାରେ ଝୁଲି ରହିଛି ଗଛର ଡାଳ

ଝୁଲି ରହିଥିବା ଡାଳ ଉପରେ ପ୍ରଶାସନର ଦୃଷ୍ଟି ପଡୁ ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବିଗତ ଦଶ ବାର ଦିନ ପୂର୍ବେ ଟିଟିଲାଗଡ ଅଞ୍ଚଳରେ ଅଦିନିଆ କାଳବୈଶାଖୀ ଝଡ ଆସିଥିଲା । ତେବେ ସେହି କାଳବୈଶାଖୀ ଝଡରେ ଟିଟିଲାଗଡ ବାନ୍ଧୁପଲା ରାସ୍ତା ଦେଇ ଯାଇଥିବା ରାୟପୁର ଗୋପାଳପୁର ରାସ୍ତା କଡ଼ରେ
Read More...

ଟେବୁଲ ଟପ୍ ଓ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ

ଜୁନ ୧୮ ଓ ୧୯ ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଟେବୁଲ ଟପ୍ ଅଭ୍ୟାସ ଓ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ - ୨୦୨୬ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ
Read More...

ଟିଟିଲାଗଡ଼ରେ ଲୋମଟାଙ୍କୁରା ହତ୍ୟାକାଣ୍ଡ : ସାମାନ୍ୟ ଠେଲା ଓ ଟଙ୍କା ପାଇଁ ସାଙ୍ଗ ନେଲା ସାଙ୍ଗର ଜୀବନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ରେଳ ଷ୍ଟେସନ ନିକଟ ତାରିଣୀ ମନ୍ଦିର ପାଖରେ ଘଟିଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ । ସାମାନ୍ୟ ଏକ ଠେଲା ଏବଂ କିଛି ଟଙ୍କାକୁ କେନ୍ଦ୍ର କରି ଦୁଇ ବନ୍ଧୁଙ୍କ ମଧ୍ୟରେ ହୋଇଥିବା ବଚସା ଶେଷରେ ଜଣଙ୍କ ଜୀବନ ନେଇଛି। ମୃତକ ହେଲେ ଝାରସୁଗୁଡ଼ା
Read More...