ଶୀତଳଷଷ୍ଠୀରେ ଦହିପଣା ବଣ୍ଟନ କରି ପ୍ରଶଂସା ସାଉଁଟିଲା ଜୁନିଅର ରେଡ଼କ୍ରସ
ବଲାଙ୍ଗିର, (କେପିଏନ୍ଏସ୍) : ପବିତ୍ର ଶୀତଳଷଷ୍ଠୀ ଅବସରରେ ବଲାଙ୍ଗିର ଜିଲ୍ଲା ଜୁନିଅର ରେଡ଼କ୍ରସ ୟୁନିଟ ପକ୍ଷରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଏକ ଭବ୍ୟ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଏହି ସେବା କାର୍ଯ୍ୟକ୍ରମ!-->…
Read More...
Read More...