Monthly Archives

June 2026

ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ୪୭,୬୦୦ କୋଟି ଟଙ୍କାରୁ ଅଧିକ…

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀଙ୍କୁ ମୁଁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି, ତାଙ୍କ ଦୀର୍ଘ ଜୀବନ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି : ପ୍ରଧାନମନ୍ତ୍ରୀପାହାଡପୁର ଗ୍ରାମ ଏବେ ଏକ ସୌର ଗ୍ରାମ ଭାବରେ ଦ୍ରୁତ ଗତିରେ ବିକଶିତ ହେବ, ଅର୍ଥାତ୍ ଏଠାରେ ପ୍ରତ୍ୟେକ ଘରେ ସୌର
Read More...

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ୨୩ତମ କିସ୍ତି ବିତରଣ

ଗଞ୍ଜାମ ଜିଲ୍ଲାର ୧, ୭୦, ୨୯୫ ଜଣ ହିତାଧିକାରୀଙ୍କୁ ମିଳିଲା ୩୪ କୋଟି ୫ଲକ୍ଷ ୯୦ ହଜାର ଟଙ୍କା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ)ର ୨୩ତମ କିସ୍ତି ପ୍ରଦାନ କରାଯାଇଛି । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି)
Read More...

ଭବ୍ୟ ଆୟୋଜନ ମଧ୍ୟରେ ଶ୍ରଦ୍ଧା ଓ ଭକ୍ତିର ସହ ସମ୍ପନ୍ନ ହେଲା ଶୀତଳ ଷଷ୍ଠୀ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଶୀତଳ ଷଷ୍ଠୀ ପାଳନ କମିଟି ଦ୍ୱାରା ଆୟୋଜିତ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ଓ ପବିତ୍ର ଶୀତଳ ଷଷ୍ଠୀ ସ୍ଥାନୀୟ ମୌଲେଶ୍ୱର ଶିବ ମନ୍ଦିର ପରିସର ମଧ୍ୟରେ ଶ୍ରଦ୍ଧା ଓ ଭକ୍ତିର ସହ ଆୟୋଜିତ ହୋଇଯାଇଛି । ଗତ ୧୭ ତାରିଖ ଦିନ ଦେବ ଦମ୍ପତିଙ୍କ ନିର୍ବନ୍ଧ କର୍ମ
Read More...

ଏବିଏସ୍‌ଏସ୍ ପକ୍ଷରୁ ୩୮ତମ ଶୀତଳଷଷ୍ଠୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଏବିଏସ୍‌ଏସ୍ ପକ୍ଷରୁ ୩୮ତମ ଏବିଏସ୍‌ଏସ୍ ଶୀତଳଷଷ୍ଠୀ ଯାତ୍ରା ପାଳିତ ହୋଇଯାଇଛି । ଶନିବାର ଦିନ ମହାସମାରୋହରେ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ବାବା ଓ ମାତା ପାର୍ବତୀଙ୍କର ଯାତ୍ରା ପରିସମାପ୍ତି ଘଟିଛି । ଏଥର ଏବିଏସ୍‌ଏସ୍ ପକ୍ଷରୁ ଆୟୋଜିତ ମହାଆଳତି
Read More...

ଭବ୍ୟ ଆୟୋଜନ ମଧ୍ୟରେ ଶ୍ରଦ୍ଧା ଓ ଭକ୍ତିର ସହ ସମ୍ପନ୍ନ ହେଲା ଶୀତଳଷଷ୍ଠୀ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଶୀତଳଷଷ୍ଠୀ ପାଳନ କମିଟି ଦ୍ୱାରା ଆୟୋଜିତ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ଓ ପବିତ୍ର ଶୀତଳଷଷ୍ଠୀ ସ୍ଥାନୀୟ ମୌଲେଶ୍ୱର୍ ଶିବ ମନ୍ଦିର ପରିସର ମଧ୍ୟରେ ଶ୍ରଦ୍ଧା ଓ ଭକ୍ତିର ସହ ଆୟୋଜିତ ହୋଇ ଯାଇଛି । ଗତ ୧୭ତାରିଖ ଦିନ ଦେବ ଦମ୍ପତିଙ୍କ ନିର୍ବନ୍ଧ କର୍ମ
Read More...

ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ସ୍ଵଛ ଭାରତ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଆଦ୍ୟ ତାରିଖ ୨୦.୬.୨୦୨୬ ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ସ୍ଵଛ ଭାରତ ଅଭିଯାନ ଆରମ୍ଭ ହୋଇଥିଲା । ଭୀମଭୋଇ ମେଡିକାଲ କଲେଜ ହସପିଟାଲ ଦୁଇ ନମ୍ବର ଗେଟ ଠାରେ ହୋଇଥିଲା । ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନର ଯୋଗ
Read More...

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ସୁନ୍ଦରଗଡ଼ ଗସ୍ତ ଏବଂ ବିଭାଗୀୟ ଅଧିକାରୀଙ୍କ ସହିତ ବୈଠକ…

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଏବଂ ସଭ୍ୟଙ୍କ ସୁନ୍ଦରଗଡ଼ ଗସ୍ତ ଅବସରରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହୋଇ ଜିଲ୍ଲାକୁ ଶ୍ରମ ମୁକ୍ତ କରିବା ନେଇ ଆଲୋଚନା କରାଯାଇଥିଲା
Read More...

ବନ୍ଧମୁଣ୍ଡା ରେଳ ୟାର୍ଡରେ ପୁଣି ହାତୀପଲଙ୍କ ଆତଙ୍କ : ଟ୍ରାକ୍‌ରେ ପଡ଼ିଥିବା ହାତୀ ଛୁଆକୁ ଉଦ୍ଧାର କଲେ ସାଥୀ ହାତୀ

ସୁନ୍ଦରଗଡ଼ , (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲାର ବନ୍ଧମୁଣ୍ଡା ରେଳବାଇ ୟାର୍ଡରେ ପୁଣିଥରେ ଜଙ୍ଗଲୀ ହାତୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି । ଶୁକ୍ରବାର ବିଳମ୍ବିତ ରାତିରେ ୧୩ଟି ହାତୀଙ୍କ ଏକ ପଲ ବିଶ୍ରା ବ୍ଲକ୍‌ର ଯୋବାଘାଟ ନିକଟ କୋଏଲ ନଦୀ ପାର ହୋଇ ବାରଟୋଲି ଦେଇ ବନ୍ଧମୁଣ୍ଡା
Read More...

ଏସ୍‌ଟିଇଏମ୍‌ ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଜୟ ମା' ପାଟଣେଶ୍ୱରୀ ମହାବିଦ୍ୟାଳୟର ଚଙ୍ଗରିଆ ଖପ୍ରାଖୋଲ ବ୍ଲକ ଠାରେ ଆୟୋଜିତ ଏସ୍‌ଟିଇଏମ୍‌ କାର୍ଯ୍ୟକ୍ରମ ଉଦ୍‌ଯାପନୀ ଉତ୍ସବରେ ଶିଶୁମାନଙ୍କର ଅନୁଭୂତି, କଳ୍ପନାଶକ୍ତି, ସୃଜନ କ୍ଷମତା ଏବଂ ବୈଜ୍ଞାନିକ ଚିନ୍ତାଧାରାର ଏକ ଅନନ୍ୟ ଝଲକ
Read More...

ବ୍ଲକ ଅଧ୍ୟକ୍ଷାଙ୍କ ଘର ଉପରକୁ ୨୫ରୁ ୩୦ ରାଉଣ୍ଡ ଗୁଳି ଚଳାଇଲେ ଦୁର୍ବୃତ୍ତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସିଙ୍ଘିଯୁବାଠାରେ ଗତକାଲି ରାତି ପ୍ରାୟ ୧୧ଟାରୁ ୧୧.୩୦ ଭିତରେ ଫୁଟିଛି ଗୁଳି । ବିନିକା ବ୍ଲକ ଅଧ୍ୟକ୍ଷା ଦିପ୍ତିରେଖା ନନ୍ଦଙ୍କ ବାସଭବନ ଉପରକୁ ପ୍ରାୟ ୨୫ରୁ ୩୦ ରାଉଣ୍ଡ ଗୁଳି ଚଳାଇଛନ୍ତି
Read More...