Monthly Archives

May 2026

ବିଶ୍ୱ ମାତୃ ଦିବସ ପାଳିତ

ମାତୃ ଋଣ ପରିଶୋଧ ସମ୍ଭବ ନୁହେଁ - ମାତୃ ଦିବସରେ ଅତିଥି ମାନଙ୍କର ମନ୍ତବ୍ୟ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଞ୍ଜାମ ଶାଖା ତରଫରୁ ଏହାର ସଭାପତି ହରେକୃଷ୍ଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ମହାନଗର ନିଗମର ସରକାରୀ କୁଇନ ଅଫ ଦି ମିଶନ୍ସ
Read More...

ଟିଟିଲାଗଡ ବଣିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ

ପଡ଼ିଲା ଯେତିକି ପଦ ପାଇଁ ସେତିକି ଆବେଦନ ଫର୍ମ ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବଣିକ ସଂଘର ନିର୍ବାଚନ ପାଇଁ ରବିବାର ସକାଳେ ୧୦ ଟା ରୁ ଦ୍ୱିପହର ୨ ଟା ପର୍ଯ୍ୟନ୍ତ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ନାମାଙ୍କନ ପ୍ରକ୍ରିୟାକୁ
Read More...

ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଛତ୍ରପୁର ଶାଖାର ମାସିକ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଛତ୍ରପୁର ଶାଖା ତରଫରୁ ମାସିକ ବୈଠକ ସଭାପତି ସୁରେନ୍ଦ୍ରନାଥ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଭାପତି ସୁରେନ୍ଦ୍ର ନାଥ ପାଢ଼ୀ, ଉପ-ସଭାପତି ଡ଼ଃ. ପ୍ରଶାନ୍ତ କୁମାର
Read More...

ଶ୍ରୀ ଜଗନ୍ନାଥ କଳା ଓ ସଂସ୍କୃତି ପ୍ରଚାର ପ୍ରସାର ସମିତିର କେନ୍ଦ୍ରୀୟ କାର୍ଯ୍ୟାଳୟ ଉଦଘାଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୨୭/୫/୨୦୨୬ରୁ ୩୧/୫/୨୦୨୬ ରିଖ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ବତିଶି ବେଶ ଦର୍ଶନ ସହିତ ପାଞ୍ଚ ଦିବସୀୟ ବିଷ୍ଣୁ ମହାଯଜ୍ଞ ଇସ୍ପାତ ସହରର ସେକ୍ଟର - ୨ ସ୍ଥିତ ଦୂର୍ଗା ପୂଜା ପଡ଼ିଆରେ ଅନୁଷ୍ଠିତ ହେବାକୁ
Read More...

ରାଉରକେଲା ସାହିତ୍ୟ ସଂସଦର ବାର୍ଷିକୋତ୍ସବ ଓ ସାରସ୍ଵତ ସମାରୋହ

ଭାଷା ଭାବ ବିନିମୟର ସଶକ୍ତ ମାଧ୍ୟମଭାଷା ହେଉଛି ନିଃଶ୍ୱାସ ଓ ସଂସ୍କୃତି ହେଉଛି ବିଶ୍ଵାସ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାହିତ୍ୟ ଅନୁଷ୍ଠାନ ରାଉରକେଲା ସାହିତ୍ୟ ସଂସଦର ବାର୍ଷିକୋତ୍ସବ ଓ ସାରସ୍ଵତ ସମାରୋହ ବାସନ୍ତୀ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ସଂସଦର
Read More...

ପରିବହନ ଯୁଗ୍ମ ସମନ୍ଵୟ କମିଟି ପକ୍ଷରୁ ସାଂସଦ ଦିଲ୍ଲୀପ ରାୟଙ୍କୁ ଭେଟିବା ସହିତ ସମସ୍ୟା ନେଇ ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ଟ୍ରକ୍ ମାଲିକ ସଂଘ, ରାଉରକେଲା ଟ୍ରକ୍ ମାଲିକ ସଂଘ, ରାଉରକେଲା ଟ୍ରେଲର ମାଲିକ ସଂଘ ସମେତ ରାଉରକେଲା ଖଣି କ୍ଷେତ୍ର ଟ୍ରକ୍ ଓ ଟିପର୍ ମାଲିକ ସଂଘ ଯୁଗ୍ମ ସମନ୍ଵୟ କମିଟି ପକ୍ଷରୁ ରାଜ୍ୟସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ
Read More...

ଜଗଦା ସାଂସ୍କୃତିକ ପରିଷଦ ପକ୍ଷରୁ ପଖାଳ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ଗରିବ ହୁଅନ୍ତୁ ବା ବିତ୍ତଶାଳୀ ପ୍ରତ୍ୟେକ ପଖାଳ ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି । ଗ୍ରୀଷ୍ମ ଦିନେ ପଖାଳ ଖାଇବାର ମଜା କିନ୍ତୁ ନିଆରା । ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ପଖାଳ ଖାଇବାର ଆବଶ୍ୟକତା ପଡ଼ିଥାଏ । ଖାଲି
Read More...

ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଟିଟିଲାଗଡ଼ରେ “ମଦର୍ସ ଡେ” ଏବଂ ସାତ ଦିନିଆ “ଡିଭାଇନ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମା’ ହେଉଛନ୍ତି ଇଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ଏକ ଅମୂଲ୍ୟ ଉପହାର । ମା’ ନଥିଲେ ସଂସାର ନଥାନ୍ତା । ମା’ର ପ୍ରେମ ହିଁ ସତ୍ୟ, ପାଳନା ହିଁ ଶିବମ୍ ଏବଂ ତାଙ୍କର ଶିକ୍ଷା ହିଁ ସୁନ୍ଦରମ୍ । ମା’ର କୋଳ ଛୁଆମାନଙ୍କ ପାଇଁ ଏକ ଶୀତଳ ଛତ୍ରଛାୟା ସଦୃଶ । ମା’ର
Read More...

ଗଛ ସର୍ଭେ ଆଳରେ ମାଇନିଙ୍ଗ ସର୍ଭେ ପାଇଁ ଯାଇଥିବା ଟିମକୁ ବିରୋଧ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଏର ସୁକତେଲ ପ୍ରକଳ୍ପ ପରେ ମାଙ୍ଗାନିଜ ଖଣି ପ୍ରକଳ୍ପ ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଥିବା ଯୋଗୁଁ ଲୋଇସିଂହା ବ୍ଲକବାସୀଙ୍କୁ ବିସ୍ଥାପନର ଚିନ୍ତା ଘାରିଛି । ବ୍ଲକ ଅନ୍ତର୍ଗତ ବାନିପାଲି ଅଞ୍ଚଳକୁ ଗଛ ଗଣତି ପାଇଁ ଯାଇଥିବା ସର୍ବେକ୍ଷଣ ଟିମକୁ
Read More...

ଅଜଣା ହାଇୱା ଧକ୍କାରେ ଜଣେ ମୃତ : ପାଟଣାଗଡରେ ବଢ଼ୁଛି ବେପରୁଆ ବାଲି ହାଇୱାର ଆତଙ୍କ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ପୁଣି ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି । ଅଜଣା ବାଲି ବୋଝେଇ ହାଇୱା ଗାଡ଼ିର ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାରୁ ଅଞ୍ଚଳରେ ଶୋକ ଓ ଅସନ୍ତୋଷର ପରିବେଶ ସୃଷ୍ଟି ହୋଇଛି । ଘଟଣାଟି ପାଟଣାଗଡ଼ ଥାନା
Read More...