Monthly Archives

April 2026

ସିଏମ୍‌ ଟ୍ରଫି -୨୦୨୬ ଭଲିବଲ୍‌ ପ୍ରତିଯୋଗିତା ଉଦ୍‌ଘାଟିତ

ଭାଗନେଲେ ବାଳକ ୧୦ ଦଳ ଓ ବାଳିକା ୬ ଦଳ ବର୍ଗ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ସିଏମ୍‌ ଟ୍ରଫି ଆନ୍ତଃ କ୍ଳବ ଓ ଆନ୍ତଃ ଜିଲ୍ଲା ଭଲିବଲ ଚାମ୍ପିୟନସିପ୍‌ ୨୦୨୬ ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ୍‌ ଠାରେ ଉଦ୍‌ଘାଟିତ ହୋଇଯାଇଛି । ବାଳକ ବର୍ଗରେ ବଲାଙ୍ଗିର (କ),
Read More...

ଗଞ୍ଜାମ ଜିଲ୍ଲପାଳଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପିଠା ଖାଇ “ଆମ ରୁଚି ଆମ ଖାଦ୍ୟ”ର ମହତ୍ତ୍ଵ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଖାଦ୍ୟ ରୁଚି ସମ୍ପନ୍ନ ପିଠା ମିଠା ରୁଚିକର ଦ୍ରବ୍ୟର ପ୍ରଦର୍ଶନୀ ଖୋଲାଯାଇଥିଲା । ଏଠାରେ ଯୋଗ ଦେଇ ଥିବା ଅତିଥୀଗଣ ଯାହା ଗଞ୍ଜାମ ଜିଲ୍ଲପାଳଙ୍କ ସମେତ ବରିଷ୍ଠ
Read More...

କିଶୋରୀ ବାଳିକା ମାନଙ୍କ ପାଇଁ ନେତୃତ୍ୱ ଓ ସଶକ୍ତିକରଣ କାର୍ଯ୍ୟକ୍ରମ

"ନାଟକ ମୋ ସ୍ୱର, ମୋ ଶକ୍ତି ମଞ୍ଚସ୍ଥ" ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ କିଶୋରୀ ବାଳିକା ମାନଙ୍କ ପାଇଁ ନେତୃତ୍ୱ ଓ ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ବରିଷ୍ଠ
Read More...

ଆଦର୍ଶ ଶିକ୍ଷକ ବ୍ରହ୍ମାନନ୍ଦ ନାଗଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ବୁଢାବାହାଲ ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ବ୍ରହ୍ମାନନ୍ଦ ନାଗଙ୍କ ୯୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କିଛିଦିନ ଧରି ଅସୁସ୍ଥ ଥିଲେ ଓ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଶ୍ରୀ
Read More...

ବରିଷ୍ଠ ଶିକ୍ଷାବିତଙ୍କୁ ୯୬ ବର୍ଷ ପଦାର୍ପଣରେ ଶୁଭେଚ୍ଛା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ତଥା ବର୍ଷିୟାନ ଶିକ୍ଷାବିତ୍‌ ପ୍ରାଣବନ୍ଧୁ ନାୟକ ୯୬ ବର୍ଷ ବୟସରେ ପଦାର୍ପଣ କରିଥିବାରୁ ଭାରତୀୟ ଶିକ୍ଷଣ ମଣ୍ଡଳ ପଶ୍ଚିମ ପ୍ରାନ୍ତ ଉପସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ୭୬ ମ୍ୟାଟ୍ରିକ ବ୍ୟାଚର ମୋତିଲାଲ
Read More...

ମା’ ନାରାୟଣୀଙ୍କ ୨୭ତମ ଠାକୁରାଣୀ ଯାତ୍ରା ଏପ୍ରିଲ ୨୦ରୁ ଆରମ୍ଭ ନେଇ ପ୍ରାକ ପ୍ରସ୍ତୁତି ବୈଠକ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀର ଅଧିଷ୍ଠାତ୍ରୀ ଦେବୀ ମା' ନାରାୟଣୀଙ୍କ ୨୭ତମ ଠାକୁରାଣୀ ଯାତ୍ରା ଚଳିତ ମାସ ଅକ୍ଷୟ ତୃତୀୟା ୨୦ ତାରିଖରୁ ଆରମ୍ଭ ହେବ, ଏନେଇ ମେରୁ ସଂକ୍ରାନ୍ତି ଦିନ ଶୁଭଖୁଣ୍ଟି ସ୍ଥାପନ ହେବ । ନାରାୟଣୀ ଠାକୁରାଣୀ ଯାତ୍ରା ପରିଚାଳନା
Read More...

୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ଉଦଯାପିତ : ଯାତ୍ରା ସାରି ମନ୍ଦିର ଫେରିଲେ ମା’ ଦକ୍ଷିଣକାଳୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ମାସ ୦୧ ତାରିଖ ଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ୧୩ ତାରିଖ ସୋମବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ାର ମେରୁ ଯାତ୍ରା
Read More...

ଟଟୋପରା ଖେଳ ପଡ଼ିଆରେ ପିଇବା ପାଣି ସୁବିଧା ନାହିଁ : ନୂତନ ନଳକୂପ ଖନନ ପାଇଁ ଗ୍ରାମବାସୀଙ୍କ ଦାବି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାର ମୁରିବାହାଲ ବ୍ଲକ ଅଧୀନ ଲେବଡା ପଞ୍ଚାୟତର ଟଟୋପରା ଗ୍ରାମର ଖେଳ ପଡ଼ିଆରେ ପିଇବା ପାଣିର ଅଭାବ ଦେଖାଦେଇଥିବାରୁ ସ୍ଥାନୀୟ ଲୋକମାନେ ଭାରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରତିଦିନ ଏହି ଖେଳ ପଡ଼ିଆରେ ଅନେକ ପିଲା, ଯୁବକ ଓ ସ୍କୁଲ
Read More...

ନାରୀ ଶକ୍ତି ବନ୍ଦନ ଅଧିନିୟମ : ଏକ ନୂତନ ଯୁଗର ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ଗଣତାନ୍ତ୍ରିକ ଇତିହାସରେ ନାରୀ ଶକ୍ତି ବନ୍ଦନ ଅଧିନିୟମ, ୨୦୨୩ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବରେ ଉଭା ହୋଇଛି । ଏହି ବିଷୟକୁ ନେଇ ଆଜି ରାଉରକେଲା ଜିଲ୍ଲା ବିଜେପି ପକ୍ଷରୁ ସେକ୍ଟର-୩ କାର୍ଯ୍ୟାଳୟରେ ନାରୀ ଶକ୍ତି ବନ୍ଦନ ପରିପ୍ରେକ୍ଷୀରେ ଏକ
Read More...

ସାରା ଦେଶରେ ଘରୋଇ ଏଲପିଜି ବିକ୍ରି ସ୍ୱାଭାବିକ ରହିଛି

ଭୁବନେଶ୍ୱର, (ପିଆଇବି) : ସାମ୍ପ୍ରତିକ ଭୂରାଜ ନୈତିକ ଘଟଣା କ୍ରମ ବିଶ୍ୱ ଇନ୍ଧନ ବଜାରକୁ ପ୍ରଭାବିତ କରିବା ସତ୍ତ୍ୱେ ଭାରତର ଏଲପିଜି ଯୋଗାଣ ସ୍ଥିର ରହିଛି ଏବଂ ଘରୋଇ ଏଲପିଜି ଉପଭୋକ୍ତା ମାନଙ୍କୁ ସ୍ୱାଭାବିକ ଗ୍ୟାସ ବିତରଣ କରିବା ଲାଗି ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି । ଘରୋଇ
Read More...