Monthly Archives

August 2025

ବାରବନ୍ଧ ଅଞ୍ଚଳରେ ହାତୀପଳଙ୍କ ବାହାନାରେ ମନଇଚ୍ଛା ବିଦ୍ୟୁତ କାଟ ଅଭିଯୋଗ : ଗ୍ରାମବାସୀ ବିଦ୍ୟୁତ ବିଭାଗ ଓ ବନ ବିଭାଗର…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଦୀର୍ଘ ବର୍ଷେ ହେବ ୪୭ ଟିକିଆ ବଣୁଆ ହାତୀପଳଙ୍କ ଉପଦ୍ରବ ଦେଖିବାକୁ ମିଳୁଛି । ଏହି ହାତୀପଳ କେତେବେଳେ ଜ‌ଇଁନ୍ତରା ବିଟ ଅଞ୍ଚଳରେ ଚଳପ୍ରଚଳ କରୁଛନ୍ତି ତ ଆଉ କେତେବେଳେ ଗୁଲମି
Read More...

ପୁଇଁନ୍ତଲା କଂଗ୍ରେସର ସାଂଗଠାନିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ କଂଗ୍ରେସ ପକ୍ଷରୁ ବଲାଙ୍ଗିର ଏସ୍‌ସି ସେଲ ସଭାପତି ଓମ୍‌ ପ୍ରକାଶ କୁମ୍ଭାରଙ୍କ ନେତୃତ୍ୱରେ ଯୁବ ନେତା ସାନନ୍ଦ ମିଶ୍ରଙ୍କ ସଂଯୋଜନାରେ ସ୍ଥାନୀୟ ହୋଟେଲଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ
Read More...

ପୂର୍ବତନ ଶିକ୍ଷକ ଅବଧୂତ ସାହୁଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିନ୍ଧେକେଲା ନିବାସୀ ତଥା ପୁର୍ବତନ ଶିକ୍ଷକ ଅବଧୂତ ସାହୁଙ୍କ ୭୨ ବର୍ଷ ବୟସରେ ପରଲୋକ ଘଟିଛି। ସେ କିଛି ସମୟ ହେବ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପିଡିତଥିଲେ। ଶେଷ ସମୟରେ ପୁତ୍ର ବ୍ରହ୍ମକ୍ଷ ନନ୍ଦ, ବ୍ରହ୍ମ ଦତ୍ତ, ଝିଅ ବ୍ରହ୍ମଶ୍ରୀ ,ଗୋଲାପ, ନାତି ନାତୁଣୀ,
Read More...

ବରଗଡ଼ର ଉପାନ୍ତ ଅଂଚଳରେ ମିଳୁନି ବିଏସଏନଏଲ ସୁବିଧା : ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଓ ଝାରସୁଗୁଡ଼ାର ଉପାନ୍ତ ଅଂଚଳରେ ମିଳୁନି ବିଏସଏନଏଲ ସୁବିଧା । ଏନେଇ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଆଲୋଚନା କରିଛନ୍ତିି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଏହି ଦୁଇ ଜିଲ୍ଲାର ଉପାନ୍ତ ଅଂଚଳରେ ନେଟୱର୍କ ସେବାର ଉନ୍ନତି
Read More...

ରାଇରଙ୍ଗପୁରର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ସୁଚାରୁ କୁମାର ବଳଙ୍କ ଯୋଗଦାନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ରାଇରଙ୍ଗପୁରର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ସୁଚାରୁ କୁମାର ବଳ, ଓ. ପ୍ର. ସେ. (ଏସଏଜି). ଏଥି ପୂର୍ବରୁ ଶ୍ରୀ ବଳ ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗରେ
Read More...

ପୋଲିଙ୍ଗ ବୁଥ ନାମ ସ୍ଥାନ ଓ ନୂତନ ବୁଥ ସୃଷ୍ଟି ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧିମାନଙ୍କୁ ନେଇ ବୈଠକ…

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ମୟୁରଭଞ୍ଜ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକଷ୍ଠରେ ଅତିରିକ୍ତ ଜିଲ୍ଲାପାଳ ଇଶ୍ୱର ଚନ୍ଦ୍ର ନାଏକଙ୍କ ସଭାପତିତିତ୍ୱରେ ପୋଲିଙ୍ଗ ବୁଥ ଗୁଡିକର ଯୁକ୍ତିଯୁକ୍ତକରଣ ତଥା ନାମ, ସ୍ଥାନ ଓ ନୂତନ ବୁଥ ସୃଷ୍ଟି ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳର
Read More...

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ନାରୀ ନିର୍ଯ୍ୟାତନା ବଢି ଚାଲିଥିବା ଅଭିଯୋଗ

ପୁଲିସ ଡିଜିଙ୍କ ଉଦ୍ଦେଶ୍ୟରେ ମୟୂରଭଞ୍ଜ ଯୁବ ଓ ଛାତ୍ର ବିଜେଡ଼ିର ସ୍ମାରକପତ୍ର ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡ଼ିଶାରେ ଛାତ୍ରୀ ଓ ନାରୀଙ୍କ ଉପରେ ନିର୍ଯ୍ୟାତନା ବଢି ଚାଲିବା ସାଙ୍ଗକୁ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ଆଡକୁ ଯାଉଥିବା ଅଭିଯୋଗ କରି ବିଜୁ ଯୁବ ଓ
Read More...

ବାପ-ଝିଅ ଉପରେ ମାଡିଗଲା ହାଇୱା

କୁଜଙ୍ଗ : କଟକ-ପାରାଦ୍ୱୀପ ରାଜ୍ୟ ରାଜପଥ କୁଜଙ୍ଗ କୋଠିଆସାହି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାପ-ଝିଅ ଉପରେ ହାଇୱା ମାଡିଯିବାରୁ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଷଣ୍ଢପୁର ଗ୍ରାମର ରାଜକିଶୋର ବିଶ୍ଵାଳ ଓରଫ ବାବୁ ଓ ତାଙ୍କର ୯ ବର୍ଷର ଝିଅ ଲୋରିଆ ।
Read More...

ଏମ୍.ଏସ୍. ସ୍ୱାମୀନାଥନ୍ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

● ଭାରତକୁ ଖାଦ୍ୟ ଉତ୍ପାଦନରେ ସ୍ୱାବଲମ୍ବୀ କରିବା ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଡକ୍ଟର ସ୍ୱାମୀନାଥନ୍ : ପ୍ରଧାନମନ୍ତ୍ରୀ ● ଡକ୍ଟର ସ୍ୱାମୀନାଥନ୍ ଜୈବ ବିବିଧତାକୁ ଅତିକ୍ରମ କରି ଜୈବ-ସୁଖ ଭଳି ଏକ ଦୃଷ୍ଟିକୋଣର ଧାରଣା ଦେଇଥିଲେ : ପ୍ରଧାନମନ୍ତ୍ରୀ ● ଭାରତ କେବେବି ଏହାର କୃଷକମାନଙ୍କ
Read More...

ଫାଇଲେରିଆ ନିରାକରଣ ଅଭିଯାନ : ସାମୁହିକ ଔଷଧ ସେବନ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ସୁନ୍ଦରଗଡ ଜିଲ୍ଲାର ୧୬ ଗୋଟି ବ୍ଲକରେ ଲିମ୍ଫାଟିକ ଫାଇଲେରିଆସିସ୍ (ଏଲଏଫ) ଦୂରୀକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ (ଏମଡିଏ) ଆୟୋଜିତ ହେବ । ସେ ସମ୍ପର୍କରେ ଆଜି ମୁଖ୍ୟ ଜିଲ୍ଲା
Read More...