ତୁରନ୍ତ ଛାତ୍ରଛାତ୍ରୀଙ୍କୁ ପୋଷ୍ଟ ମାଟ୍ରିକ୍ ସ୍କଲାରସିପ୍ (ପିଏମଏସ୍) ପ୍ରଦାନ କର ଏଆଇଡିଏସଓ
ବଲାଙ୍ଗିର, (କେପିଏନ୍ଏସ୍) : ପୋଷ୍ଟ ମାଟ୍ରିକ୍ ସ୍କଲାରସିପ୍ (ପିଏମଏସ୍) ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ କଲ୍ୟାଣକାରୀ ଯୋଜନା ଯାହା ପ୍ରତି ବର୍ଷ ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାରେ ସହାୟକ ହେବା ପାଇଁ ପ୍ରଦାନ କରାଯାଇଥାଏ । ଶିକ୍ଷାଦାନ ଫି, ଜୀବନଯାପନ!-->…
Read More...
Read More...