Monthly Archives

August 2025

ଗଞ୍ଜାମ ମହାବିଦ୍ୟାଳୟରେ ୫୭ତମ ପ୍ରତଷ୍ଠା ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟ ଅଡିଟରୀୟମ ଗୃହରେ ମହାବିଦ୍ୟାଳୟ ଅଧକ୍ଷା ଡ.ସ୍ୱରଣିକା ହୋତାଙ୍କ ସଭାପତିତ୍ୱ୫୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗ ଦେଇ ଛାତ୍ରଛାତ୍ରୀମାନେ ହିଁ ଦେଶର
Read More...

ନାବାଳିକାକୁ ଗର୍ଭବତୀ କରିଥିବା ଅଭିଯୋଗରେ ଯୁବକ ମୁମ୍ୱାଇରୁ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜିରୋ ଏଫ୍.ଆଇ.ଆର୍.ରେ ମୁମ୍ୱାଇରୁ ଗିରଫ ହେଲା ଯୁବକ । ଗଞ୍ଜାମର ନାବାଳିକାକୁ ଗର୍ଭବତୀ କରିଥିବା ଅଭିଯୋଗ ରହିଥିବା ଜଣାପଡିଛି । ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଅଭିଯୋଗ ପରେ ମୁମ୍ବାଇ ପାର୍କ ସାଇଟ୍ ଥାନାକୁ ମାମଲା ସ୍ଥାନାନ୍ତର ହୋଇଥିଲା ।
Read More...

“ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ ଅବସରରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ : ବିଏସଏଫ ଦଳ…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ସ୍ଥିତ ବିଏସଏଫର ୧୩୬ ବାଟାଲିୟନ ଆନୁକୂଲ୍ୟରେ ବାରଖମା ଖେଳ ପଡିଆ ଠାରେ "ଏକ ଭାରତ ଶ୍ରେଷ୍ଠ ଭାରତ" କାର୍ଯ୍ୟକ୍ରମ ଅବସରରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ଗୋପାଳପୁର ମିଲିଟାରୀ ଷ୍ଟେସନଠାରେ ସେନା ନିଯୁକ୍ତି ରାଲି ପାଇଁ ପ୍ରସ୍ତୁତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଗ୍ନିପଥ ସ୍କିମ ନିମନ୍ତେ ସେନା ନିଯୁକ୍ତି ରାଲି ପାଇଁ ଗଞ୍ଜାମ, ଗଜପତି, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, ନୂଆପଡା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀମାନଙ୍କର ୧୧ ଅଗଷ୍ଟ ୨୦୨୫ ରିଖରୁ
Read More...

ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ପାଟଣାଗଡ଼, (କେପିଏନ୍‌ଏସ୍‌): ମମତା ଏଚ ଆଇ ଏମ ସି ପ୍ରୋଜେକ୍ଟ ଜାଗୃତି ପକ୍ଷରୁ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡି ଓ ଫୁଡୁକୁପରା ଗ୍ରାମରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ୨ଟି ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା, କମ୍ୟୁନିଟି ସେଣ୍ଟର ମିଟିଙ୍ଗ୍,
Read More...

ସ୍ଵାଧୀନତା ଦିବସ ପାଳନ ଅବସରରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହିନ୍ଦୀ ବକ୍ତୃତା ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳନ ଅବସରରେ ବଲାଙ୍ଗିର ରାମ ଗୋପାଳ ହିନ୍ଦୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ହିନ୍ଦୀ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ହିନ୍ଦୀ ସ୍କୁଲ ଶିକ୍ଷା କମିଟି ଜିଲ୍ଲା ସଭାପତି ସନ୍ତୋଷ କୁମାର ଅଗ୍ରୱାଲ(ମୋଦୀ)ଙ୍କ
Read More...

ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ବ୍ଲକ ସମଲେଇଚୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ସହାୟକ ଉପକରଣ ବଣ୍ଟନ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଡାକ୍ତରୀ ଆକଳନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଡୁଙ୍ଗୁରିପାଲି ବ୍ଲକ
Read More...

ଖଲ୍ଲିକୋଟ ରାଣୀ ସାହେବାଙ୍କ ୮୮ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରାଚୀନ ଗଡ଼ଜାତ ରାଜ୍ୟ ଖଲ୍ଲିକୋଟ ରାଣୀ ସାହେବା ଭି. ସୁଜ୍ଞାନୀ କୁମାରୀ ଦେଓ ଓଡ଼ିଶା ବିଧାନସଭାକୁ ସର୍ବମୋଟ ୧୦ ଥର ନିର୍ବାଚିତ ହୋଇ ଓଡ଼ିଶା ବିଧାନସଭା ଆସନରେ ଗୌରବ ଓ ସୁନାମ ଅର୍ଜନ କରିଆସିଛନ୍ତି । ଖଲ୍ଲିକୋଟ ରାଣୀ ସାହେବାଙ୍କ ୮୮ତମ ଜୟନ୍ତୀ
Read More...

ମାଉଣ୍ଟ ଆବୁରୁ ଅତିଥି ରାଜେନ୍ଦ୍ର ଭାଇଙ୍କ ଆଗମନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ମାଉଣ୍ଟ ଆବୁ ରାଜସ୍ଥାନ ମୁଖ୍ୟକେନ୍ଦ୍ରର ଆଧ୍ୟାତ୍ମିକ ଜାଗରଣ ଗୁରୁ ବ୍ରହ୍ମା କୁମାର ରାଜେନ୍ଦ୍ର ଅବା ରାଜୁ ଭାଇଙ୍କ ଛତ୍ରପୁର ଆଶ୍ରମକୁ ଗୁରୁବାର ଆଗମନ ହୋଇଛି । ନିର୍ଦ୍ଧାରିତ ସମୟରେ ଆଗମନ ହେଲା ବେଳେ
Read More...

ସ୍ୱାଧୀନତା ଦିବସ କପ ଫୁଟବଲ ଚମ୍ପିୟାନସିପ : ମା’ ପିତାବଳୀ କ୍ଲବ ବିଜୟୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂସଦ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସର ମଧ୍ୟରେ ୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ଫୁଟବଲ ଚମ୍ପିୟାନସିପ ଆରମ୍ଭ ହୋଇଛି । ଷଷ୍ଠ ଦିନର ଏହି ଉତ୍ସବରେ ସ୍ଥାନୀୟ
Read More...