Monthly Archives

March 2025

ଦେଓଗାଁରେ ଚର୍ଚ୍ଚା : ଭିକ ମାଗିବାକୁ ଆସି ନେଇଗଲେ ମୋବାଇଲ ଫୋନ୍

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦୁର୍ବୃତ୍ତ ଭିକ ମାଗି ଆସିବା ବାହାନାରେ ଘରୁ ଚୋରି କରୁଥିବା ନେଇ ଅଭିଯୋଗ ହୋଇଛି । ବୁଧବାର ଦିନ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦେଓଗାଁ ପଞ୍ଚାୟତ କଛାରପାଲି ଗାଁରେ । ଗାଁର ସାହୁପଡ଼ାକୁ ୨ଜଣ ଯୁବତୀ ଓ ଜଣେ ପୁରୁଷ ଭିକ୍ଷାବୃତ୍ତି କରିବାକୁ
Read More...

ଘରେ ପଶି କଳାକନା ବୁଲେଇଲେ ଲୁଟେରା

ଭୁବନେଶ୍ୱର, : ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲେଇଲେ ଲୁଟେରା । ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆରମ୍ଭ କରିଛି ଛାନଭିନ୍‌ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଗୋପପୁର ଗାଁରେ ଏଭଳି
Read More...

ବୁଲଡୋଜର ଆଗରେ ଶୋଇ ଆନ୍ଦୋଳନ କଲେ କଳାକାର

ତୁଷୁରା, (ଖୁସିରାନୀ ସାହୁ) : ବୁଲଡୋଜର ଆଗରେ ଶୋଇ ଆନ୍ଦୋଳନ କଲେ କଳାକାର । କଳାକୁ ବଞ୍ଚାଇ ରଖିବା ପାଇଁ ଦୀର୍ଘ ବର୍ଷ ହେବ ତୁଷୁରା ସହରର କୃଷ୍ଣପ୍ରିୟା କଳା ପରିଷଦ ଅନୁଷ୍ଠାନର କଳାକାରମାନେ ଏକ ସରକାରୀ ଜାଗାରେ ଘର ନିର୍ମାଣ କରି ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ହୋଇଥିବା ଟ୍ରଫି ଓ
Read More...

ଶିମିଳି ଗଛରୁ ଖସି ଯୁବକ ମୃତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ମହୁରୁଣ୍ଡି ଗ୍ରାମରେ ଜଣେ ଯୁବକ ଗଛରୁ ଖସିପଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଘଟଣା ପରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ ତୁରେକେଲା ଥାନା ଡେବିରିଆମୁଡା ଗ୍ରାମର ବଳରାମ ଶବରଙ୍କ ପୁତ୍ର ଜିତୁ ଶବର(୨୦)
Read More...

ବିଜେପିର ପଦ୍ମପୁର ବିଧାନ ସଭା ସ୍ତରୀୟ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଭାରତୀୟ ଜନତା ପାର୍ଟି ଜଗଦଲପୁର ମଣ୍ଡଳର କୁମୀର ଗ୍ରାମ ଠାରେ ଜଗଦଲପୁର ପୂର୍ବତନ ମଣ୍ତଳ ସଭାପତି ହରେକୃଷ୍ଣ ପଟେଲଙ୍କ ଅଧ୍ୟକ୍ଷତାରେ ପଦ୍ମପୁର ବିଧାନସଭା ସ୍ତରୀୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...

ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲା ସଂକଳ୍ପ ପରିବାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ସ୍ଥିତ ସମବାୟ ବ୍ୟାଙ୍କ ସମ୍ମୁଖରେ ମୁର୍ମୁଷ ଅବସ୍ଥାରେ ଅଚେତ ହୋଇ ପଡ଼ିଥିବା ଜଣେ ବୃଦ୍ଧାଙ୍କୁ ପଦ୍ମପୁର ପୋଲିସ କର୍ମଚାରୀ ଅଭିମନ୍ୟୁ ସାହୁଙ୍କ ଠୁ ଖବର ପାଇ ସଂକଳ୍ପ ପରିବାର ବରଗଡର ସଦସ୍ୟ ଆୟୁଷ୍ମାନ ବାରିକ, ବବଲୁ ସାହୁ, ନିରାକାର
Read More...

କର୍ଲାବାହାଲି ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁରକେଲା ବ୍ଲକ କର୍ଲାବାହାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ନିପୁଣ ମେଳା ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇଥିଲେ । ପରିଚାଳନା କମିଟି ସଭାପତି ସିତାରାମ ବାଗ ମଞ୍ଚ
Read More...

ଜନ୍ମ ଦିବସରେ ମୃତ୍ୟ, ପୂର୍ବତନ ପୋଲିସ ଅଧିକାରୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୃତ୍ୟୁ ଏମିତି ବି ଆସେ । ଜନ୍ମ ଦିବସରେ ମୃତ୍ୟୁ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ସହର ଗାନ୍ଧୀନଗର ପଡାରେ । ଆଜି ନିଜ ୬୪ ତମ ଜନ୍ମ ଦିବସରେ ଆରପାରିକୁ ଚାଲିଯାଇଛନ୍ତି । ଗାନ୍ଧୀନଗର ପଡା ବାସିନ୍ଦା ପୂର୍ବତନ ପୋଲିସ ଅଧିକାରୀ ରଜନୀକାନ୍ତ ମିଶ୍ର । ଗତ ୬
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ଆନ୍ତର୍ଜାତୀୟ ସମ୍ମିଳନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥାପିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଆନୁକୂଲ୍ୟରେ ଜୀବ ଵିଜ୍ଞାନ ଵିଭାଗ ଏବଂ ଆଇ.କ୍ୟୁ.ଏ.ସି ର ମିଳିତ ସହଯୋଗରେ ଏକ ଆନ୍ତର୍ଜାତୀୟ ସମ୍ମିଳନୀ ବୁଧବାର ଆୟୋଜିତ ହୋଇଯାଇଛି । ସବୁଜ ବିକ୍ଳପ ତଥା
Read More...

ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ପକ୍ଷରୁ ୩ ସାମ୍ବାଦିକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଅଂଚଳର ୩ ଜଣ ସାମ୍ବାଦିକଙ୍କୁ ସାମ୍ବାଦିକ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସଂଘର ଉପସଭାପତି ସୁଶାନ୍ତ ବେହେରା ଜୁନାଗଡ଼ରେ ଆୟୋଜିତ
Read More...