୨୦୨୫ ମହାକୁମ୍ଭରେ ଖଦି ଓ ଗ୍ରାମୋଦ୍ୟୋଗ କମିଶନଙ୍କ ଦ୍ୱାରା
ଜାତୀୟସ୍ତରୀୟ ଖଦି ମେଳା ଉଦ୍ଘାଟିତ
ଖଦି ପ୍ରଦର୍ଶନୀରେ ପଡିଛି ୧୫୨ଟି ଷ୍ଟଲ, ୯୮ଟି ଷ୍ଟଲରେ କେବଳ ଖଦି ସାମଗ୍ରୀ ଓ ୫୪ଟିରେ ଗ୍ରାମୋଦ୍ୟୋଗର ଉତ୍ପାଦ ସ୍ଥାନିତ
ନୂଆଦିଲ୍ଲୀ, (ପିଆଇବି) : ପ୍ରୟାଗରାଜ କୁମ୍ଭନଗରୀ ମହାତ୍ମାଗାନ୍ଧୀ ମାର୍ଗ ସେକ୍ଟର-୧ରେ ଶୁକ୍ରବାର ଦିନ ଖଦି ଓ ଗ୍ରାମୋଦ୍ୟୋଗ କମିଶନ (କେଭିଆଇସି) ଅଧ୍ୟକ୍ଷ ମନୋଜ!-->!-->!-->…
Read More...
Read More...